ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : କିଛି ନୂଆ କରିବାର ଭାବନା ମନରେ ଆସିବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଧନ ପ୍ରାପ୍ତିର ଯୋଗ। ପ୍ରେମରେ ସଫଳତା ମିଳିବ।

brushaବୃଷ : ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ।

mithunaମିଥୁନ : ଭାବପ୍ରବଣ ରହିବେ। ଅନ୍ୟମାନଙ୍କ କଥା ଶୁଣନ୍ତୁ, କିନ୍ତୁ ନିଜ ବୁଦ୍ଧି ଓ ବିବେକ ଅନୁସା‌ରେ କାମ କରନ୍ତୁ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

karkataକର୍କଟ : ବ୍ୟବସାୟର ନୂଆ ଦିଗ ମିଳିବ। କାମ ପାଇଁ ଅଫିସରେ ପ୍ରଶ˚ସିତ ହେବେ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଧୁରିବ।

singhaସିଂହ : ପୂଜାପାଠରେ ସମୟ ବିତିବ। ଅର୍ଥ ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହେବ। ଭାଗିଦାରି କାରବାରରେ ସୁଫଳ ମିଳିବ। ସନ୍ତାନଙ୍କ ଦାୟିତ୍ବ ପୂରା କରିବେ।

kanyaକନ୍ୟା : ଗରିବଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ।

tulaaତୁଳା : ଆପଣଙ୍କ ସକରାତ୍ମକ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଘରକୁ କୌଣସି ସ˚ପର୍କିୟ ଶୁଭ ଖବର ନେଇ ଆସିବେ। ବେପାରରେ ଉନ୍ନତି ହେବ।

bichhaବିଛା : ଅନ୍ୟ ସହରରେ ବ୍ୟବସାୟ ବଢ଼ାଇବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପ୍ରେମରେ ସଫଳତା ମିଳିବ।

dhanuଧନୁ : ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ବ୍ୟବସାୟର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ।

makaraମକର : ମନ ପ୍ରସନ୍ନ ରହିବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। କୌଣସି ବଡ଼ କ˚ପାନିର ଚାକିରି ଲାଗି ପ୍ରସ୍ତାବ ମିଳିବ।

kumbhaକୁମ୍ଭ : କୌଣସି ଦୃଷ୍ଟିରୁ ଦିନଟି ମହତ୍ତ୍ବପୂର୍ଣ୍ଣ ରହିପାରେ। ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

minaମୀନ : ସବୁ କାମ ସହଜରେ ପୂରା ହୋଇଯିବ। କର୍ମଜୀବୀ ମହିଳାଙ୍କ ଲାଗି କାର୍ଯ୍ୟାଳୟ ପରିସର ଅନୁକୂଳ ରହିବ। ପାରିବାରିକ ଜୀବନରେ ସୁଖୀ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.