Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଗୃହ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହେବ ।

https://www.youtube.com/watch?v=H665yS6UhsI

ବୃଷ : ବହୁ କ୍ଷେତ୍ରରେ ଲାଭାନ୍ବିତ ହୋଇପାରନ୍ତି ।

https://www.youtube.com/watch?v=MKMpmIYYB24

ମିଥୁନ : ଦିନଟି ଶୁଭ ରହିବ, ସବୁ କ୍ଷେତ୍ରରେ ସଫଳ ହେବେ ।

https://www.youtube.com/watch?v=hLEsoh-aF48

କର୍କଟ : ଗୃହୁଣୀ ମାନେ ଅଗ୍ନୀଠାରୁ ଦୁରେଇ ରୁହନ୍ତୁ ।

https://www.youtube.com/watch?v=yb6f-eATrhA

ସିଂହ : ଭାତୃ ମାନଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହୋଇପାରେ ।

https://www.youtube.com/watch?v=hT7AC-ar37s

କନ୍ୟା : ବହୁ ଦିନରୁ ମିଳୁନଥିବା ଅର୍ଥ ଆଜି ମିଳିପାରେ।

https://www.youtube.com/watch?v=Dw_x-_ewS8E

ତୁଳା : ଦାମ୍ପତ୍ୟ ଜୀବନରେ ଥିବା ଭେଦଭାବ ଦୂରହେବ ।

https://www.youtube.com/watch?v=pJr8UGcios0

ବିଛା : କିଛି ଖର୍ଚ୍ଚାନ୍ତ ହୋଇପାରନ୍ତି ।

 

ଧନୁ : ଦିନଟି ଅତି ଶୁଭ ରହିବ ।

https://www.youtube.com/watch?v=yBiAnACp-G8

ମକର : କର୍ମ କ୍ଷେତ୍ରରେ ଅଶେଷ ସଫଳତା ହାସଲ କରିବେ ।

https://www.youtube.com/watch?v=Lw0XK_7v4vs

କୁମ୍ଭ : ଆଳସ୍ୟ ଦୁରକରି କର୍ମ ତତ୍ପର ହେବେ ।

https://www.youtube.com/watch?v=RQGPpMP9OKM

ମୀନ : ଗୃହ ମଧ୍ୟରେ କୌଣସି ବ୍ୟକ୍ତି ଥଣ୍ଡା ରୋଗରେ ପୀଡିତ ହୋଇପାରନ୍ତି ।

https://www.youtube.com/watch?v=Z3W15Lj4h40

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.