ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଅନେକ ଦିଗରୁ ସୁଖ ପ୍ରାପ୍ତ ହେବ। ସ୍ବାଭାବିକ ବାତାବରଣ ରହିବ।

https://www.youtube.com/watch?v=L8lKFARe9IM

ବୃଷ : ହିଂସା କିମ୍ବା ଇର୍ଷାର ସାମ୍ନା କରିବେ। ବିବାହର ବାର୍ତ୍ତା ପାଇପାରନ୍ତି।

https://www.youtube.com/watch?v=YzYPmctyRqY

ମିଥୁନ : ସ୍ବଳ୍ପ ଖର୍ଚ୍ଚରେ ଅଧିକ ଲାଭବାନ ହେବେ। ପରିବାରରେ କଳହ ଦେଖାଦେଇପାରେ।

https://www.youtube.com/watch?v=qzXc7BE7f68

କର୍କଟ : ମହିଳା ତଥା ପିଲାଙ୍କ ପାଇଁ ଶୁଭ ଦିନ। ଘରକୁ କିଛି ନୂଆ ଜିନିଷ ଆସିପାରେ।

https://www.youtube.com/watch?v=viYhGEE5nO4

ସିଂହ : ବହୁତ ଭଲରେ ଦିନ ଯିବ। ଶୁଭ ସୂଚନା ମିଳିବ।

https://www.youtube.com/watch?v=GNCWJ7uYRRc

କନ୍ୟା : ଅଟକିଥିବା ଅର୍ଥ ପ୍ରାପ୍ତ ହେବ।

https://www.youtube.com/watch?v=nHdYfLBNteA

ତୁଳା : ମଧୁର ବଚ୍ଚନ କହି କାର୍ଯ୍ଯ ହାସଲ କରିପାରିବେ। ପ୍ରତିକ୍ଷାର ଫଳ ମିଳିବ।

https://www.youtube.com/watch?v=CENrMIQHJus

ବିଛା : ଦିନଟି ଭଲ ଯିବ। ଇଛା ପୂରଣ ହେବ।

https://www.youtube.com/watch?v=9Zg7Y2hkBsY

ଧନୁ : ଅଟକିଥିବା ଅର୍ଥ ମିଳିବ। ନୂତନ ବନ୍ଧୁତା ସ୍ଥାପନ ହେବ।

https://www.youtube.com/watch?v=vlZ0W56mF7U

ମକର : ବିଳମ୍ବିତ କାର୍ଯ୍ଯ ସଂପୂର୍ଣ୍ଣ ହେବ। ବହୁ ଦିନର ବନ୍ଧୁଙ୍କ ସହ ସାକ୍ଷାତ ହେବ ।

https://www.youtube.com/watch?v=n3GR0nVuo_I

କୁମ୍ଭ : ବିଭିନ୍ନ କ୍ଷେତ୍ରରୁ ସଫଳତା ହାସଲ କରିବେ।

https://www.youtube.com/watch?v=9u96l_ZYtIg

ମୀନ : ମୈତ୍ରୀ ସଂମ୍ପର୍କ ସ୍ଥାପନ ହେବା ସହ ମଜବୁତ ହେବ।

https://www.youtube.com/watch?v=DjG5ORSowtA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.