Below header

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତିି ।

brushaବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କୌଣସି ଧର୍ମକାର‌୍ୟ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ସମସ୍ୟା ଦୂର ହେବ ।

mithunaମିଥୁନ : ଆର୍ଥିକ ସ୍ଥିତି ଉତ୍ତମ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଙ୍କାର ତ୍ୟାଗ କରନ୍ତୁ । ଧର୍ମକାର‌୍ୟ୍ୟରେ ଯୋଗ ଦେଇପାରନ୍ତି ।

karkataକର୍କଟ : ଗାଡ଼ି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଆଜି ଦିନଟି ଭଲରେ କଟିବ ।

singhaସିଂହ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

kanyaକନ୍ୟା : ପିତୃତୁଲ୍ୟ ବ୍ୟକ୍ତିଙ୍କ ସମ୍ମାନ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

tulaaତୁଳା : ଅହଙ୍କାର ତ୍ୟାଗ କରନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରର ସହଯୋଗ ମିଳିବ ।

bichhaବିଛା : ମାନ ସମ୍ମାନ ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

dhanuଧନୁ : ବିଦେଶ ଯାତ୍ରା ସଫଳ ହେବ । ବନ୍ଧୁମିଳନ ଯୋଗ ରହିଛି । ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ ।

makaraମକର : କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ ।

kumbhaକୁମ୍ଭ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ଦାମ୍ପତ୍ୟ ଜୀବନରେ ପୀଡ଼ା ଦେଖାଦେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

minaମୀନ : ସନ୍ଦେହଭାବ ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଆଜି ଦିନଟି ଭଲରେ କଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.