Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ସାଙ୍ଗ ସାଥିଙ୍କ ମେଳରେ ଦିନଟି ବିତିବ।

https://www.youtube.com/watch?v=jWg5KGDujUs

ବୃଷ : ଦିନଟି ମଙ୍ଗଳମୟ ହେବ। ଅନେକ ବାଧାବିଘ୍ନର ସାମ୍ନା ହୋଇପାରନ୍ତି।

https://www.youtube.com/watch?v=l6kx42MOK18

ମିଥୁନ : ଦିନଟି କିଛିଟା ଭଲ ରହିବ । ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ।

https://www.youtube.com/watch?v=bczCbISTaOk

କର୍କଟ : ବହୁମାତ୍ରାରେ ଭଲ ରହିବ। କାର୍ଯ୍ଯଳୟ ତଥା ପାରିବାରୀକ ସୁଖ ପ୍ରାପ୍ତ କରିବେ।

https://www.youtube.com/watch?v=u4R9QcxYjG4

ସିଂହ : ଦିନଟି ଅତି ଭଲ ରହିବ। ସୌଖିନ ଦ୍ରବ୍ଯ ଖରଦି କରିପାରନ୍ତି।

https://www.youtube.com/watch?v=q1Q27XQqmVM

କନ୍ୟା : ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆର୍ଥିକ ଚିନ୍ତାରୁ ମୁକ୍ତି ମିଳିବ।

https://www.youtube.com/watch?v=zVms1HG0GNI

ତୁଳା : ଉତ୍ତମ ଖବର ମିଳିବ। କାର୍ଯ୍ଯଳୟରେ ଆସୋନ୍ତଷର ପାତ୍ର ହୋଇପାରନ୍ତି।

https://www.youtube.com/watch?v=dNge7rEZ6YY

ବିଛା : ଦିନଟି ମଧ୍ୟମ ଧରଣର ରହିବ।

https://www.youtube.com/watch?v=C1PAz-H4SWU

ଧନୁ : ଭଲ ଖବର ପାଇଁ କିଛିଟା ବିଳମ୍ବ ହୋଇପାରେ। ମଧୁର ବାଣୀ କହିବାକୁ  ଚେଷ୍ଟା କରନ୍ତୁ।

https://www.youtube.com/watch?v=UCZZI5EflFA

ମକର : ସୁକର୍ମ କରବାର ସୁଯୋଗ ମିଳିବ । ପାରିବାରରେ କାହାର ସ୍ବାସ୍ଥ୍ଯ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=8oojIBae9yc

କୁମ୍ଭ : ଶୁଭ ଫଳ ପ୍ରାପ୍ତ କରିବେ। ବିଦେଶରୁ ଶୁଭ ଖବର ମିଳିବ।

https://www.youtube.com/watch?v=iFwfThkFomI

ମୀନ : ଶେୟାର ମାର୍କେଟ କ୍ଷେତ୍ରରେ ଲାଭବାନ ହେବେ।

https://www.youtube.com/watch?v=omR-UQT8d1E

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.