ଆପଣଙ୍କ ଦିନଟି ଆଜି କିପରି କଟିବ !

mesha

ମେଷ : ଶରୀର ଅସୁସ୍ଥ ରହିପାରେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

brushaବୃଷ : ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ଆୟ ମଧ୍ୟମ ରହିବ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।

mithunaମିଥୁନ : କର୍ମକ୍ଷେତ୍ରରେ ସଫଳତା ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଅହଂଭାବ ଦୂର କରନ୍ତୁ ।

karkataକର୍କଟ : ପିତାଙ୍କ ସହଯୋଗ ପାଇବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

singhaସିଂହ : ପାରିବାରିକ ସମସ୍ୟା ଦେଖାଦେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

kanyaକନ୍ୟା : ଅହଂଭାବ ତ୍ୟାଗ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

tulaaତୁଳା : ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

bichhaବିଛା : ପରିବାରରେ ମନ ମିଳାଇ ଚଳନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ । ଧର୍ମକାର୍ଯ୍ୟରେ ବାଧା ଉପୁଜିବ ।

dhanuଧନୁ : ସନ୍ତାନକୁ ନେଇ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପରିବାରର ସହଯୋଗ ପାଇବେ ।

makaraମକର : ମନ ଆୟତ୍ତରେ ରଖନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରିବେ ।

kumbhaକୁମ୍ଭ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ଦିନଟି ଭଲରେ କଟିବ ।

minaମୀନ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବନ୍ଧୁମିଳନ ଯୋଗ ରହିଛି । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.