ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମନରେ ଧାର୍ମିକ ଭାବନା ଉଦୟ ହେବ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ସ˚ପତ୍ତି ବିବାଦର ସମାଧାନ ହେବ।

brushaବୃଷ : କୌଣସି ନୂଆ କାମରେ ସଫଳତା ମିଳିପାରେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ଦାଂପତ୍ୟ ଜୀବନରେ ସୁଖ-ଶାନ୍ତି।

mithunaମିଥୁନ : ବ୍ୟବସାୟରେ ନୂଆ ଆହ୍ବାନର ସାମନା କରିପାରନ୍ତି। ଅଫିସ କାମରେ ଦୂର ଯାତ୍ରା। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହେବେ।

karkataକର୍କଟ : ସ୍ଥଗିତ କାମ ପୂରଣ ହେବ। ମଧୁର ବ୍ୟବହାର ଦ୍ବାରା ଅନ୍ୟମାନଙ୍କ ମନ ଜିଣିବେ। ବ୍ୟବସାୟରେ ନୂଆ ସଉଦା ହେବ।

singhaସି˚ହ : ଉନ୍ନତି ପାଇଁ କୌଣସି ନୂଆ ସୁଯୋଗ ମିଳିବ। କାମଧନ୍ଦାରେ ମନ ଲାଗି ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। କୌଣସି ଭଲ ଖବର ପାଇବେ।

kanyaକନ୍ୟା : ଦିନ ସାରା ଉତ୍ସାହିତ ରହିବେ। ଅଳ୍ପ ସମୟରେ ନିଜ କାମ ସାରିଦେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ।

tulaaତୁଳା : କୌଣସି କାମ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାଇପାରନ୍ତି।

bichhaବିଛା : ଦିନଟି ଆପଣଙ୍କ ଲାଗି ଶୁଭଙ୍କର। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ। ବ୍ୟବସାୟ ବିସ୍ତାର ଲାଗି ଯୋଜନା କରିବେ।

dhanuଧନୁ : କିଛି ନୂଆ କରିବା ଲାଗି ଯୋଜନା ପ୍ରସ୍ତୁତ। ଶତ୍ରୁଙ୍କୁ ପରାସ୍ତ କରିବେ। ବେପାରୀବର୍ଗଙ୍କୁ ଧନଲାଭ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

makaraମକର : ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମନରେ ନୂଆ‌ ଭାବନା ଉଦ୍ରେକ ହେବ। ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ।

kumbhaକୁମ୍ଭ : ପୁରୁଣା ସମସ୍ୟାର ପୁନରାବୃତ୍ତି ହୋଇପାରେ। ଛୋଟ ଛୋଟ କଥାରେ ଖୁସି ରହିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

minaମୀନ : ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.