ଜାଣନ୍ତୁ ଆଜିର ଭାଗ୍ୟ !
![horoscope 28](https://knewsodisha.com/wp-content/uploads/2019/07/horoscope-28.png)
ମେଷ : ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କ ପ୍ରତିଭା ଅନ୍ୟମାନଙ୍କୁ ପ୍ରେରଣା ଦେବ। ଘରୋଇ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।
ବୃଷ : ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ରହିବ। ବ୍ୟବସାୟରେ ଲାଭ।
ମିଥୁନ : ମନରେ ପ୍ରେମ ଓ ଆବେଗ ଭରିରହିବ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ବ୍ୟବସାୟ ସଂପର୍କରେ ଭଲ ଖବର ପାଇବେ।
କର୍କଟ : ବଡ଼ମାନଙ୍କ ସହଯୋଗରେ ଆଶା ପୂରଣ ହେବ। ପ୍ରତିଷ୍ଠା ବଢ଼ିବ। ଉପହାର ମିଳିପାରେ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ।
ସିଂହ : ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ।
କନ୍ୟା : ଈଶ୍ବରଙ୍କ ଆରାଧନାରେ ଦିନ ବିତିବ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ। ପାରିବାରିକ ଜୀବନରେ ସୁଖୀ ରହିବେ।
ତୁଳା : ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ସାବଧାନତାର ସହ ଗାଡ଼ି ଚଳାନ୍ତୁ।
ବିଛା : ଦିନଟି ଉତ୍ସାହପୂର୍ଣ୍ଣ ରହିବ। ପରିଶ୍ରମର ସୁଫଳ ମିଳିବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ୍-ଆଲୋଚନା ହେବ।
ଧନୁ : ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। କର୍ମଜୀବୀମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ଥଗିତ କାମ ପୂରା ହେବ।
ମକର : କିଛି ନୂଆ କରିବା ଲାଗି ଚିନ୍ତା କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
କୁମ୍ଭ : ଦିନଟି ଉତ୍ତମ ରହିବ। ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଲାଭ ପାଇବେ।
ମୀନ : କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଅର୍ଥ ନେଣଦେଣ ବ୍ୟାପାରରେ ସାବଧାନ ରହନ୍ତୁ। ଭାଗିଦାରି କାରବାରରେ ଅର୍ଥ ନିବେଶ କରନ୍ତୁ ନାହିଁ।