ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରଯାତ୍ରା ଯୋଗ ରହିଛି । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

brushaବୃଷ : ସୁସ୍ୱାଦୁ ଭୋଜନ କରିବେ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

mithunaମିଥୁନ : ବେପାର ବାଣିଜ୍ୟ ସହ କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରର ସହଯୋଗ ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

karkataକର୍କଟ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ବନ୍ଧୁମିଳନ ଯୋଗ ରହିଛି । ଅହଂଭାବ ତ୍ୟାଗ କରନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

singhaସିଂହ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଆଜି ଦିନଟି ଭଲରେ କଟିବ ।

kanyaକନ୍ୟା : ଶରୀର ଅସୁସ୍ଥ ରହିପାରେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

tulaaତୁଳା : ଅଯଥା ଖର୍ଚ୍ଚ ବୃଦ୍ଧି ହେବ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କୋର୍ଟ କଚେରୀ ମାମଲାଠାରୁ ଦୂରେଇ ରହନ୍ତୁ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

bichhaବିଛା : କର୍ମକ୍ଷେତ୍ରରେ ସଫଳତା ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଅହଂଭାବ ଦୂର କରନ୍ତୁ ।

dhanuଧନୁ : ପାରିବାରିକ ସମସ୍ୟା ଦେଖାଦେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

makaraମକର : ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

kumbhaକୁମ୍ଭ : ପରିବାରରେ ଅଶାନ୍ତି ଦେଖାଦେବ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

minaମୀନ : ଅହଂଭାବ ତ୍ୟାଗ କରନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

Leave A Reply

Your email address will not be published.