Below header

ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

mesha

ମେଷ : ଧନ ଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତର୍କବିତର୍କ କରନ୍ତୁ ନାହିଁ । ଧନର ଆଦାନ ପ୍ରଦାନ ନେଇ ସାବଧାନ ରହନ୍ତୁ ।

brushaବୃଷ : ଧର୍ମକାର‌୍ୟ୍ୟରେ ବାଧା ଉପୁଜିବ । ପାରିବାରିକ ସମସ୍ୟା ଦେଖାଦେବ । ଚକ୍ଷୁରେ ପୀଡ଼ା ଦେଖାଦେବ ।

mithunaମିଥୁନ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଶରୀର ଅସୁସ୍ଥ ରହିପାରେ । ଅହଂଭାବ ଦୂର କରନ୍ତୁ ।

karkataକର୍କଟ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

singhaସିଂହ : ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆୟ ମଧ୍ୟମ ରହିବା ସହ ଶତ୍ରୁ ବୃଦ୍ଧି ହେବ । ମାନସିକ ଅଶାନ୍ତି ପାଇବେ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

tulaaତୁଳା : ସନ୍ତାନକୁ ନେଇ ଚିନ୍ତା ଦେଖାଦେବ । ଶରୀର ଅସୁସ୍ଥ ରହିପାରେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

bichhaବିଛା : ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ମାନ ସମ୍ମାନ ପ୍ରାପ୍ତି ହେବ । ଶରୀର ଅସୁସ୍ଥ ରହିପାରେ । ଅହଂକାର ତ୍ୟାଗ କରନ୍ତୁ ।

dhanuଧନୁ : ପରିବାରରେ ମନ ମିଳାଇ ଚଳନ୍ତୁ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

makaraମକର : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପରିବାରର ସହଯୋଗ ପାଇବେ ।

kumbhaକୁମ୍ଭ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

minaମୀନ : ଅହଂଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍‌ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.