ଆଜିର ଭାଗ୍ୟଫଳ: ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିପାରେ

ବାଣୀରେ ମଧୁରତା ରହିବ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆୟରେ ବାଧା ଉପୁଜିବ। ଅଧିକ ପରିଶ୍ରମ କରିବେ। ମନରେ ଶାନ୍ତି ଏବଂ ପ୍ରସନ୍ନତାର ଭାବ ରହିବ। ଚାକିରିରେ ଉନ୍ନତିର ଅବସର ମିଳିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।

ମେଷ: ବାଣୀରେ ମଧୁରତା ରହିବ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆୟରେ ବାଧା ଉପୁଜିବ। ଅଧିକ ପରିଶ୍ରମ କରିବେ।

ବୃଷ: ମନରେ ଶାନ୍ତି ଏବଂ ପ୍ରସନ୍ନତାର ଭାବ ରହିବ। ଚାକିରିରେ ଉନ୍ନତିର ଅବସର ମିଳିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।

ମିଥୁନ: ସନ୍ତାନ ତରଫରୁ ସୁଖଦ ସମାଚାର ମିଳିପାରେ। ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ରହିବେ। ଅଜ୍ଞାତ ଭୟ ଘାରିପାରେ। ଭ୍ରମଣ ଯୋଗ ରହିଛି।

କର୍କଟ: ଆତ୍ମବିଶ୍ୱାସ ଭରପୂର ରହିବ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ଲାଭର ସୁଯୋଗ ପାଇବେ।

ସିଂହ: ମନରେ ନିରାଶା ଭାବ ରହିବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ଆୟର ନୂତନ ଉତ୍ସ ବିକଶିତ ହେବ।

କନ୍ୟା: ବ୍ୟବସାୟରେ ସମସ୍ୟା ଆସିପାରେ। ଲାଭର ଅବସର ମିଳିବ। ପରିବାରର ସମର୍ଥନ ପାଇବେ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ।

ତୁଳା: ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ବ୍ୟବସାୟରେ ବୃଦ୍ଧି ଘଟିବ। ସାଙ୍ଗଙ୍କ ସହଯୋଗ ମିଳିପାରେ। ମାନ ସମ୍ମାନ ପାଇବେ। ଲାଭ ମିଳିବ।

ବିଛା: ଆଶା, ନିରାଶାର ଭାବ ମନରେ ରହିପାରେ। ସ୍ୱାମୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆୟ ବଢ଼ିବ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ।

ଧନୁ: ଧୌର୍ଯ୍ୟ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଳସ୍ୟ ଅଧିକ ରହିବ।

ମକର: ମାନସିକ ଶାନ୍ତି ରହିବ। ତଥାପି ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ସୁଖ ବଢ଼ିବ।

କୁମ୍ଭ: ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମା’, ବାପାଙ୍କ ସମର୍ଥନ ପାଇବେ। ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରୁ ଆୟ ବୃଦ୍ଧି ହୋଇପାରେ।

ମୀନ: ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ ହୋଇପାରେ। ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.