ମାଓ କ୍ୟାମ୍ପରୁ ୨o ଗ୍ରେନେଡ଼ ଜବତ, ବିଏସଏଫକୁ ବଡ଼ ସଫଳତା

ଯବାନଙ୍କୁ ଟାର୍ଗେଟ କରିବା ହେଲା ବିଫଳ l ମାଲକାନଗିରି ଜିଲ୍ଲା BSF କୁ ମିଳିଛି ବଡ଼ ସଫଳତା l

କାଲିମେଳା : ଯବାନଙ୍କୁ ଟାର୍ଗେଟ କରିବା ହେଲା ବିଫଳ l ମାଲକାନଗିରି ଜିଲ୍ଲା BSF କୁ ମିଳିଛି ବଡ଼ ସଫଳତା l ଗମ୍ପାକୋଣ୍ଡା ଜଙ୍ଗଲରେ ନକ୍ସଲ ଲୁଚେଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କଲେ 142 ବିଏସଏଫ ଯବାନ l ଜବତ ସାମଗ୍ରୀ ମଧ୍ୟରେ ରହିଛି 20 ଟି ହାଣ୍ଡ ଗ୍ରେନେଡ଼,25 ଟି ଡିଟୋନେଟର,108 ଟି ଜିଲୋଟିନ ଷ୍ଟିକ ,ନକ୍ସଲ ଟ୍ରେନିଙ୍ଗ ଦେବା 2 ଟି ବହି ଓ ଅନ୍ୟାନ ମାଓ ସାମଗ୍ରୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.