Below header

ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲୋକଙ୍କ ଦୀର୍ଘ ଦିନର ଦାବିକୁ ଆଜି ଗୋଟିଏ ଫୋନ କଲ ମାଧ୍ୟମ ରେ ସମାଧାନ କରିଛନ୍ତି 5T ସଚିବ ।

ଲୋକଙ୍କ ଦୀର୍ଘ ଦିନର ଦାବିକୁ ଆଜି ଗୋଟିଏ ଫୋନ କଲ ମାଧ୍ୟମ ରେ ସମାଧାନ କରିଛନ୍ତି 5T ସଚିବ । ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ କରିଛନ୍ତି । ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ 5T ସଚିବ । ମାତ୍ର ୨ ମିନିଟରେ ସମସ୍ୟାର ସମାଧାନ କରିଛନ୍ତି। ଭିଡିଓ କଲ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.