ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ
ମାଲକାନଗିରି : ଫେଲ୍ ମାରିଲା ମାଓ ଯୋଜନା । କୁମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରୁ ମାଓ ଡମ୍ପ ଠାବ କଲେ ଯବାନ ।
ସୁରକ୍ଷା କର୍ମୀଙ୍କୁ…