Browsing Tag

mao camp

ନୂଆପଡ଼ା ଜିଲ୍ଲାରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ ହୋଇଛି । ଏକ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରୁଥିଲା ଲାଲବାହିନୀ । ନୂଆପ଼ଡା ଏସ୍‌ପିଙ୍କ ନିର୍ଦ୍ଦେଶ…

ପ୍ରେମ ଫେରାଇ ଆଣିଲା ସମାଜର ମୁଖ୍ୟ ସ୍ରୋତକୁ, ବନ୍ଧୁକ ଛାଡ଼ି ଘଞ୍ଚ ଜଙ୍ଗଲରୁ ବାହାରିଲେ ମାଓ ପ୍ରେମିକ ପ୍ରେମିକା

ମାଲକାନଗିରି(କେନ୍ୟୁଜ୍): ପ୍ରେମ ପାଇଁ ଛାଡ଼ିଲେ ଲାଲବାହିନୀର ହାତ । ବନ୍ଧୁକ ଛାଡ଼ି, ଘଞ୍ଚ ଜଙ୍ଗଲରୁ ବାହାରିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପ୍ରଥମେ ପ୍ରେମିକ ଛାଡ଼ିଥିଲେ ମାଓବାଦୀ ସଂଗଠନ । ଏହାପରେ ପ୍ରେମିକାକୁ ଲେଖିଥିଲେ ତିନି ପୃଷ୍ଠାର ପ୍ରେମପତ୍ର । ଚିଠି ପାଇବା ପରେ…

ନୂଆପଡ଼ା ବୋଡେନ ବ୍ଲକ କାଠଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କାଠଫାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓ କ୍ୟାମ୍ପକୁ ଠାବ କରିଥିଲେ । ହେଲେ ଘଟଣାସ୍ଥଳରୁ ମାଓବାଦୀମାନେ ଚମ୍ପଟ…

ରାୟଗଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ଔଷଧ,ଖାଦ୍ୟ ସାମଗ୍ରୀ,ଲ୍ୟାଣ୍ଡମାଇନ ସହ ପୋଷାକ…

ରାୟଗଡ଼ା: ଜଙ୍ଗଲରେ ମାଓ କ୍ୟାମ୍ପ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇଛି। ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ SOG ଓ DVF ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। କମ୍ବିଂ ବେଳେ ବିପୁଳ ପରିମାଣର ମାଓ…

କନ୍ଧମାଳ: ମୋଟାକି ଗାଁ ଜଙ୍ଗଲରେ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ, ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ଫୁଲବାଣୀ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତର ମୋଟାକି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଡିଭିଏଫ୍‌ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ବେଳେ ହଠାତ୍‌ ମାଓବାଦୀ ଗୁଳି ଚାଳନା କରିଥିଲେ । ପାଲଟା ଗୁଳି ଚାଳନା କରିଥିଲେ ଯବାନ । ଉଭୟ ପକ୍ଷ ମଧ୍ୟରେ ବେଶ କିଛି ଘଣ୍ଟା ଗୁଳି…