ରାଜ୍ୟ ସାରା ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ଚାଲିଛି ସର୍ଚ୍ଚ ଅପରେସନ

ଗତକାଲି ଛତିସଗଡ଼ରେ ହୋଇଥିବା ବଡ ମାଓ ଅପରେସନ ପରେ ଏବେ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ଚାଲିଛି ସର୍ଚ୍ଚ ଅପରେସନ । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ରହିଛି ନଜର ।

ଭୁବନେଶ୍ୱର : ଗତକାଲି ଛତିସଗଡ଼ରେ ହୋଇଥିବା ବଡ ମାଓ ଅପରେସନ ପରେ ଏବେ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ଚାଲିଛି ସର୍ଚ୍ଚ ଅପରେସନ । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ରହିଛି ନଜର । ଏହାକୁ ଲକ୍ଷ ରଖି ଓଡ଼ିଶା ସହ ଛତିଶଗଡ ପୋଲିସ ର ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଚାଲିଛି । ଓଡ଼ିଶା ସହ ଛତିଶଗଡ ସୀମାକୁ ସିଲ କରାଯାଇଛି । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ସୀମା ସିଲ ରହିଛି । ଛତିଶଗଡ ମାଓବାଦୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଓଡ଼ିଶା ପୋଲିସ, CRPF, BSF, SOG, DVF ତୟାର୍ ଅଛନ୍ତି । ସୀମାରେ ଚାଲିଛି କଡ଼ା ପତ୍ରୋଲିଂ । ନାଇଟ ଭିଜନ ବାଇନକୁଳର, ଦ୍ରୋନ୍ ଦ୍ଵାରା ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.