ଜାଣନ୍ତୁ ସମସ୍ତ ୧୨ ରାଶିଙ୍କ ଆଜିର ରାଶିଫଳ

ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ଧାର୍ମିକ କିମ୍ବା ସାଂସ୍କୃତିକ ଉତ୍ସବରେ ସାମିଲ ହେବେ। ଅନ୍ୟଠାରୁ ସାହାଯ୍ୟ ନେବାରେ ସଫଳ ରହିବେ। ସରକାରୀ ସ୍ତରରୁ ସହଯୋଗ ମିଳିବ। ଜୀବିକା କ୍ଷେତ୍ରରେ ଉନ୍ନତି ହେବ।

ମେଷ: ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ଧାର୍ମିକ କିମ୍ବା ସାଂସ୍କୃତିକ ଉତ୍ସବରେ ସାମିଲ ହେବେ।

ବୃଷ: ଅନ୍ୟଠାରୁ ସାହାଯ୍ୟ ନେବାରେ ସଫଳ ରହିବେ। ସରକାରୀ ସ୍ତରରୁ ସହଯୋଗ ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମିଥୁନ: ଆର୍ଥିକ ମାମଲାରେ ପ୍ରଗତି ହେବ। ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ସମ୍ପର୍କରେ ଘନିଷ୍ଠତା ଆସିବ। ବ୍ୟବସାୟରେ ସଫଳ ହେବେ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବେ। ଧାର୍ମିକ ରୁଚି ବଢ଼ିବ। ସମ୍ପର୍କ ମଧୁର ହେବ।

ସିଂହ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ପାରିବାରିକ ଜୀବନ ସୁଖମୟ ହେବ। କାହାଠାରୁ ଉପହାର କିମ୍ବା ସମ୍ମାନ ପାଇପାରନ୍ତି।

କନ୍ୟା: ସମ୍ପର୍କ ଦୃଢ଼ ହେବ। ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଆଜି ଦିନଯାକ ବହୁତ ବ୍ୟସ୍ତ ରହିବେ। ସମାଜରେ ମାନ ସମ୍ମାନ ବଢ଼ିବ।

ତୁଳା: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଅନ୍ୟଠାରୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଯାତ୍ରା ସୁଖମୟ ହେବ।

ବିଛା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ସନ୍ତାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ମାମଲାର ରିସ୍କ ଉଠାନ୍ତୁ ନାହିଁ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ମାମଲାରେ ସମସ୍ୟା ଆସିପାରେ। ବ୍ୟବସାୟ ଦୃଷ୍ଟିରୁ ଆଜି ଦିନଟି ଭଲ ରହିବ।

ମକର: ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ଯାତ୍ରା ସ୍ଥିତି ସୁଖଦ ହେବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

କୁମ୍ଭ: ସନ୍ତାନର ଦାୟିତ୍ୱ ପୂରଣ କରିବେ। ସମ୍ପର୍କରେ ମିଠାପଣ ଭରିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ରୂପେ ସଫଳ ହେବେ।

ମୀନ: ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.