ଆଜି ଆପଣଙ୍କ ଭାଗ୍ୟଫଳ ଜାଣନ୍ତୁ
ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ପରିବାରେ ସୁଖଶାନ୍ତି ରହିବ। ସନ୍ତାନ ସୁଖ ବୃଦ୍ଧି ହେବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାର।
ମେଷ: ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ପରିବାରେ ସୁଖଶାନ୍ତି ରହିବ। ସନ୍ତାନ ସୁଖ ବୃଦ୍ଧି ହେବ।
ବୃଷ: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାର। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମିଥୁନ: ସଂଯତ ରୁହନ୍ତୁ। କୌଣସି ପୁରୁଣା ବନ୍ଧୁ ଭେଟିପାରନ୍ତି। ଚାକିରିରେ ପରିଶ୍ରମ ଅଧିକ ରହିପାରେ।
କର୍କଟ: ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବ। ଖର୍ଚ୍ଚ ବି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ମିତ୍ରଙ୍କ ସହଯୋଗ ପାଇବେ।
ସିଂହ: ଅଯଥା କ୍ରୋଧଠୁ ଦୂରେଇ ରୁହନ୍ତୁ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ମନ ଖୁସି ରହିବ। ସାକ୍ଷାତ୍କାରରେ ସଫଳତା ମିଳିବ। ଆୟ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ଦାୟିତ୍ୱ ବଢ଼ିପାରେ।
ତୁଳା: ପରିବାରର ସାଥ୍ ମିଳିବ। ବ୍ୟବସାୟରେ ସମସ୍ୟା ଆସିପାରେ। ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ଉନ୍ନତି ମାର୍ଗ ପ୍ରଶସ୍ତ ହେବ।
ବିଛା: ମନ ଚିନ୍ତିତ ରହିବ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। ଚାକିରିରେ ଉନ୍ନତିର ଅବସର ମିଳିପାରେ।
ଧନୁ: ପରିଶ୍ରମ ଅଧିକ ରହିବ। ବ୍ୟବସାୟରେ ବୃଦ୍ଧି ହେବ। ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ଖର୍ଚ୍ଚ ବଢ଼ିବ।
ମକର: ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସାଥ୍ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ସଞ୍ଚିତ ଧନ କମିପାରେ।
କୁମ୍ଭ: କ୍ରୋଧଠୁ ଦୂରେଇ ରୁହନ୍ତୁ। ପରିବାରର ସାଥ୍ ମିଳିବ। ଖର୍ଚ୍ଚ ବଢ଼ିବ। ଉନ୍ନତିର ଅବସର ମିଳିପାରେ। ଲାଭ ପ୍ରାପ୍ତ ହେବ।
ମୀନ: ମାନସିକ ଶାନ୍ତି ରହିବ। ମାନ ସମ୍ମାନ ବୃଦ୍ଧି ହେବ। ଅଟକିଥିବା ଧନ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ।