ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ବନ୍ଧୁଙ୍କ ସହ ଭେଟିବା ଯୋଗୁ ଖୁସିରେ ରହିବେ

କୌଣସି ବନ୍ଧୁ ଆପଣଙ୍କୁ ଭେଟିବାକୁ ଆପଣଙ୍କ ଘରକୁ ଆସିପାରନ୍ତି । ବ୍ୟବସାୟରେ ନୂଆ ଚୁକ୍ତିନାମା ହୋଇପାରେ । ସମ୍ପତ୍ତି ବଢ଼ାଇବାର କୌଣସି ଯୋଜନା ସଫଳ ହୋଇପାରେ ।

ମେଷ: ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯିବେ । ଆପଣଙ୍କ ମିତ୍ରମାନଙ୍କ ସଂଖ୍ୟା ବଢ଼ିପାରେ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଆଜି କିଛି ନୂଆ ମଉକା ସହିତ ଭଲ ଖବର ମଧ୍ୟ ମିଳିପାରେ । ସମାଜରେ ପ୍ରସିଦ୍ଧି କାରଣରୁ ସମ୍ମାନ ବଢ଼ିବ ।

ବୃଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ ହେବ । ଆପଣଙ୍କ ପାଇଁ ଆଜିର ଦିନ ଉତ୍ଥାନ-ପତନରେ ଭରପୂର ରହିବ । ବର୍ଷ ବର୍ଷ ଧରି ଆପଣ ଯେଉଁ ଦିନକୁ ଅପେକ୍ଷା କରିଥିଲେ, ଆଜି ହିଁ ହେଉଛି ସେହି ଦିନ ।

ମିଥୁନ: ଜୀବନସାଥୀଙ୍କଠାରୁ ସମର୍ଥନ ପ୍ରାପ୍ତ ହେବ ଏବଂ ଘରୋଇ ଦାୟିତ୍ୱଗୁଡ଼ିକୁ ପୂରଣ କରିବାରେ ଏଥିରୁ ସାହାଯ୍ୟ ମିଳିବ । ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ । ଆପଣ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବ । ପିଲା, ସାଙ୍ଗମାନଙ୍କ ସହିତ କୌଣସି ପିକନିକ୍ ସ୍ଥାନକୁ ଯାଇପାରନ୍ତି ।

କର୍କଟ: ସାମାନ୍ୟ ପରିଶ୍ରମରେ ଆପଣଙ୍କୁ ବଡ଼ ଲାଭ ମିଳିପାରିବ । ଆପଣ ନିଜ ଜୀବନସାଥୀଙ୍କ ସହିତ ଡିନରର ଯୋଜନା କରିପାରନ୍ତି । ଆଜି ବେରୋଜଗାର ଲୋକ ଚେଷ୍ଟା କରିବେ ଏବଂ ଆପଣ କଠିନ ପରିଶ୍ରମର ପୂରା ପରିଣାମ ପାଇବେ । ଆଜି ଆପଣଙ୍କ କାର୍ଯ୍ୟସ୍ଥଳୀରେ ସାବଧାନ ରୁହନ୍ତୁ ।

ସିଂହ: ଆପଣ ନିଜ ପ୍ରୟାସଗୁଡ଼ିକୁ ଆଗକୁ ନେବେ । ମନ ଭିତରକୁ ସମ୍ପତ୍ତି କିଣିବାର କୌଣସି ଧାରଣା ଆସିପାରେ, ଯଦ୍ଦ୍ଵାରା ଆପଣଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିବ । ସ୍ୱାସ୍ଥ୍ୟ ଟିକିଏ ଦୁର୍ବଳ ରହିବ । କିନ୍ତୁ କାମ କ୍ଷେତ୍ରରେ ଭଲ ଫଳାଫଳ ମିଳିବ ।

କନ୍ୟା: କାମକୁ ମନୋରଞ୍ଜନ ସହିତ ମିଶାନ୍ତୁ ନାହିଁ । ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ପାଇଁ ଦିନ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ନୂତନତା ଆସିବ ।

ତୁଳା: କିଛି ଭଲ ଲୋକଙ୍କୁ ଭେଟିବା ଦ୍ୱାରା ଆପଣଙ୍କ ଦିନ ଆହୁରି ଭଲ ହୋଇପାରେ । ଆଜି ଆପଣଙ୍କ ମୁଡ୍‌ ବହୁତ ଭଲ ରହିବ । ସ୍ୱାମୀ ସ୍ତ୍ରୀ କେଉଁଆଡ଼େ ବୁଲିଯିବାକୁ ମଧ୍ୟ ଯୋଜନା କରିପାରନ୍ତି । ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି ।

ବିଛା: ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ । କୌଣସି ସୁଖଦ ଯାତ୍ରାରେ ଯିବାର ସମ୍ଭାବନା ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସୁଖଦ ଫଳାଫଳ ପ୍ରାପ୍ତ ହେବ ଏବଂ ଆପଣଙ୍କ ଇଚ୍ଛା ପୂରଣ ହେବ । ଏମିତି କୌଣସି ବି କଥା କୁହନ୍ତୁ ନାହିଁ, ଯାହା ଆପଣଙ୍କର କୌଣସି ପ୍ରିୟଜନଙ୍କୁ ଆଘାତ ପହଞ୍ଚାଇବ ।

ଧନୁ: ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦିଓ ଆପଣ ସମସ୍ତ ଅସୁବିଧାକୁ ଧୀରେ ଧୀରେ ଏଡ଼ାଇ ଦେଇପାରନ୍ତି । କୌଣସି ବନ୍ଧୁ ଆପଣଙ୍କୁ ଭେଟିବାକୁ ଆପଣଙ୍କ ଘରକୁ ଆସିପାରନ୍ତି । ବ୍ୟବସାୟରେ ନୂଆ ଚୁକ୍ତିନାମା ହୋଇପାରେ । ସମ୍ପତ୍ତି ବଢ଼ାଇବାର କୌଣସି ଯୋଜନା ସଫଳ ହୋଇପାରେ ।

ମକର: ଆପଣ ଏକାଠି କୌଣସି ଚଳଚ୍ଚିତ୍ର ଦେଖିବାକୁ ଯୋଜନା କରିପାରନ୍ତି । ଆପଣଙ୍କର ଅଧୁରା କାମ ପୂରା ହୋଇଯିବ । ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । କୌଣସି ନିକଟତମ ବନ୍ଧୁ ଧୋକା ଦେଇପାରନ୍ତି । ଆପଣଙ୍କର ଭଲ କାର୍ଯ୍ୟ ଯୋଗୁ ସମାଜରେ ଆପଣଙ୍କର ପ୍ରାଧାନ୍ୟ ବଢ଼ିବ ।

କୁମ୍ଭ: ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ନିଜର ବଜେଟ୍ ପ୍ଲାନ୍‌ କରିବାକୁ ପଡିବ । ଆପଣଙ୍କ ଖର୍ଚ୍ଚ ବଢ଼ିଯାଇଛି, ଯାହାକୁ ନିୟନ୍ତ୍ରଣରେ ରଖିବା ଆପଣଙ୍କର ଦାୟିତ୍ୱ । ଆଜି ଆପଣଙ୍କୁ ଭାଗ୍ୟ ସାଥ୍‌ ଦେବ । ମନ ପ୍ରସନ୍ନ ରହିବ ।

ମୀନ: ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କ ପାଇଁ ପ୍ରବେଶ ଦ୍ୱାର ଖୋଲା ନଜର ଆସିବ । ନୂଆ କାର୍ଯ୍ୟର ଯୋଜନା ମଧ୍ୟ କରିପାରନ୍ତି । ନୂଆ ଗାଡ଼ି, ନୂଆ ଘରର ସୁଖ ଆପଣଙ୍କ ଯୋଗରେ ରହିଛି । ଆଜି ଆପଣଙ୍କୁ ପ୍ରଗତିର କିଛି ନୂତନ ମାଧ୍ୟମ ମିଳିପାରେ । ବ୍ୟବସାୟରେ ଉନ୍ନତି ସାମାନ୍ୟ ରୂପେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.