ଆଜି ପବିତ୍ର ରାମନବମୀ, ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ମନ୍ଦିର

ଆଜି ପବିତ୍ର ରାମନବମୀ । ଚାରିଆଡ଼େ ରାମମୟ ପରିବେଶ । ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ମନ୍ଦିର । ଗାଁ ଠାରୁଁ ସହର ସବୁଠି ଜାକଜମକରେ ପାଳି ତହେଉଛି ଏହି ପର୍ବ । ସୁନ୍ଦର ଭାବେ ସଜାଯାଇଛି ବିଭିନ୍ନ ରାମମନ୍ଦିର। ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ରାମନବମୀ । ଚାରିଆଡ଼େ ରାମମୟ ପରିବେଶ । ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ମନ୍ଦିର । ଗାଁ ଠାରୁଁ ସହର ସବୁଠି ଜାକଜମକରେ ପାଳି ତହେଉଛି ଏହି ପର୍ବ । ସୁନ୍ଦର ଭାବେ ସଜାଯାଇଛି ବିଭିନ୍ନ ରାମମନ୍ଦିର। ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ମହାପ୍ରଭୁ ରାମଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ମନ୍ଦିରେ ଭକ୍ତ ମାନେ ସକାଳୁ ସକାଳୁ ହାତରେ ଧୂପ, ଦୀପ ,ଭୋଗ ରାଗ ଧରି ଲମ୍ବା ଲାଇନରେ ଛିଡାହୋଇଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଏ । ରାମଚନ୍ଦ୍ର ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ତାଙ୍କୁ କଳିଯୁଗରେ ପୂଜା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

You might also like