Below header

ରାଶି ଅନୁସାରେ ଦିନଟି କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ

କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ। ଅଟକି ରହିଥିବା କାମ ପୂରା ହୋଇପାରେ । 

ମେଷ:  ଛାତ୍ରଛାତ୍ରୀମାନେ ମନ ଶାନ୍ତ ରଖିବେ, ଯାହାଦ୍ୱାରା ପୂରା ଦିନଟି କାମରେ ମନ ଲାଗିବ। ପାରିବାରିକ ସ୍ଥିତି ଠିକ୍‌ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ ।  କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହ ସମୟ ଅତିବାହିତ କରିବେ ।

ବୃଷ:  ପରିବାର ଲୋକ କାମରେ ସାହାଯ୍ୟ କରିବେ ।  ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ। ଅଭିନୟ କରୁଥିବା ଲୋକଙ୍କୁ କଠିନ ପରିର୍ଶମ କରିବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ। ଅଟକି ରହିଥିବା କାମ ପୂରା ହୋଇପାରେ ।

ମିଥୁନ: ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । ଜୀବନସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଗଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥିଙ୍କୁ ସଫଳତା ମିଳିବା ଯୋଗୁ ଘରେ ଖୁସିର ପରିବେଶ ରହିବ ।  ମାତାପିତାଙ୍କ ସହ ବାହାରକୁ ଯିବେ । ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୂଆ ରାସ୍ତା ମିଳିବ ।  ଆପଣଙ୍କର ନୂଆ ବନ୍ଧୁ ହେବାର ସମ୍ଭାବନା ରହିଛି ।

କର୍କଟ: ଭାବିବିଚାରି କାମ କରିବା ଦ୍ୱାରା ସଫଳତା ମିଳିପାରେ ।  କୌଣସି ଯୋଜନାରେ ସଫଳତା ମିଳିବ । କିଛି ନୂତନ କାର୍ଯ୍ୟରୁ ବହୁତ କିଛି ଶିଖିବା ପାଇଁ ମିଳିପାରେ ।   ପୂରା ଦିନ ମନ ଖୁସି ରହିବ । ସ୍ୱାସ୍ଥ୍ୟ ଆଜି ଠିକ୍‌ ଠାକ୍‌ ରହିବ । କୌଣସି କାରଣ ଯୋଗୁ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ ।

ସିଂହ: ଆଜି ବେପାରୀ ବର୍ଗର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । କୌଣସି କାମକୁ ବୁଝି ବିଚାରି କରିବେ । ଅଫିସ୍‌ର ଭଲ ବାତାବରଣ ଯୋଗୁ ମନ ଖୁସି ରହିବ । ଆଜି ଆପଣଙ୍କ ଭାଗ୍ୟ ସାଥିରେ ରହିବ ।   ଓକିଲାତି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।

କନ୍ୟା: ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ଉଚ୍ଚ ବିଚାର ଯୋଗୁ ଉପହାର ମିଳିପାରେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୁଚି ବଢିବ । ପିଲାମାନଙ୍କ ସହ ଖୁସିର ସମୟ କାଟିବେ ।   ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ।କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ, ଯାହା ଆଗକୁ ଯାଇ ଲାଭଦାୟକ ହୋଇପାରେ ।

ତୁଳା: ଆପଣ ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । କୌଣସି ଲୋକଙ୍କ ସାହାଯ୍ୟ ମିଳିବ । ଜୀବନସାଥିଙ୍କ ସାହାଯ୍ୟ ଯୋଗୁ ଲାଭ ମିଳିବାର ସମ୍ଭାବନା ଅଛି । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା: ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହ ଭେଟ ହେବ, ଯାହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିପାରେ ।  କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଘରେ ଖୁସି ଓ ଶାନ୍ତି ଭରି ରହିବ । କିଛି ଜରୁରୀ କାମ ପୂରା ହୋଇପାରେ । କିଛି କାମ ବିଳମ୍ବରେ ପୂରା ହେବ । ଆୟ କରିବାର ଉଚିତ୍‌ ଅବସର ମିଳିପାରେ।

ଧନୁ: ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି । କୌଣସି କମ୍ପାନୀ ଠାରୁ ଚାକିରିର ଅଫର ମିଳିପାରେ । ଆଜିର ଦିନଟି ଲାଭଦାୟକ ହେବ ।  ନୂଆ ଢଙ୍ଗରେ ରୋଜଗାର କରିବାର ଅବସର ମିଳିପାରେ।  ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ, ଯାହାଦ୍ୱାରା ସମ୍ପର୍କ ସୁଦୃଢ ହେବ । କୌଣସି ଅସୁବିଧା ଥିଲେ ତାହା ଦୂର ହୋଇଯିବ ।

ମକର:  ନିଜ ଜରୁରୀ ଜିନିଷର ଧ୍ୟାନ ରଖିବା ଉଚିତ୍‌, ନଚେତ ହଜିପାରେ ।  ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ, ଶିକ୍ଷକଙ୍କ ସମର୍ଥନ ମିଳିବ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଘରକୁ ଅତିଥି ଆସିପାରନ୍ତି । ଆଜି ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ୱାରା ଘରେ ଖୁସିର ପରିବେଶ ରହିବ ।

କୁମ୍ଭ: ନୂଆ ଲୋକଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ବଡ ନିଷ୍ପତ୍ତି ନେବାକୁ ପଡିପାରେ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲାଭବାନ ହୋଇପାରନ୍ତି । ଅଫିସ୍‌ରେ କାମର ଚାପ ବଢିପାରେ ।କଳାତ୍ମକ କାର୍ଯ୍ୟରେ ରୁଚି ରହିବ ।   ଭବିଷ୍ୟତ ବିଷୟରେ ଭାବିବେ ।

ମୀନ: କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ । ନିଜ ଲୋକ ଖୁସି ଖବର ଦେଇ ପାରନ୍ତି ।  ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ ।ବାହାରକୁ ଯାତ୍ରା କରିପାରନ୍ତି । କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ସନ୍ଧ୍ୟା ସମୟରେ ସବୁ ଠିକ୍‌ ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.