ଆଜିର ରାଶିଫଳ: ମେଷଠୁ ମୀନ ଜାଣନ୍ତୁ କାହାର କେମିତି କଟିବ ଦିନ

ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଜଣେ ବନ୍ଧୁଙ୍କ ସହିତ ହଠାତ୍ ସାକ୍ଷାତ ହୋଇପାରେ। ଛୋଟ ସ୍ତରରେ ଆରମ୍ଭ କରିଥିବା ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କରିବେ।

ମେଷ: ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଜଣେ ବନ୍ଧୁଙ୍କ ସହିତ ହଠାତ୍ ସାକ୍ଷାତ ହୋଇପାରେ।

ବୃଷ: ଛୋଟ ସ୍ତରରେ ଆରମ୍ଭ କରିଥିବା ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କରିବେ।

ମିଥୁନ: ସାମାଜିକ ପ୍ରତିଷ୍ଠା ବଢ଼ିବ। ମାନସିକ ସ୍ତରରେ ସୁସ୍ଥ ରହିବେ। ଆଜି ଭାଇଭଉଣୀଙ୍କ ସହ କୌଣସି ସ୍ଥାନକୁ ବୁଲିଯିବାକୁ ଯୋଜନା କରିବେ।

କର୍କଟ: ଆଜି ଆପଣ ଶକ୍ତିରେ ପରିପୂର୍ଣ୍ଣ ରହିବେ। ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ହେବ।

ସିଂହ: ଆଜିର ଦିନ ଭଲ ରହିବ। ସରକାରୀ ଅଧିକାରୀଙ୍କ ସହଯୋଗ ମିଳିବ। ସମ୍ପର୍କରେ ନୂତନତା ଆସିବ। ହଠାତ୍ ମୁଦ୍ରା ଲାଭ ହୋଇପାରେ।

କନ୍ୟା: ପୁରୁଣା କାର୍ଯ୍ୟ ସାରିବା ପାଇଁ ଆଜିର ଦିନଟି ବହୁତ ଭଲ। ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ।

ତୁଳା: ଭାଗ୍ୟ ସାଥ୍‌ ଦେବ। ସମାଜରେ ଆପଣଙ୍କର ଏକ ଭିନ୍ନ ଛବି ପ୍ରତିଷ୍ଠା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭାଇଙ୍କ ସମର୍ଥନ ମିଳିବ।

ବିଛା: ମହିଳାମାନେ ରୋଷେଇ କଲାବେଳେ ସାବଧାନ ରହିବା ଆବଶ୍ୟକ। ଅଧିକ ପରିଶ୍ରମ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନଟି ବହୁତ ଭଲ।

ଧନୁ: ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ। ନବବିବାହିତ ଦମ୍ପତିଙ୍କ ମଧ୍ୟରେ ମାନ ଅଭିମାନ ରହିବ, ଯଦ୍ଦ୍ଵାରା ସମ୍ପର୍କ ନିବିଡ଼ ହେବ।

ମକର: ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ସଫଳତାରେ ଆସୁଥିବା ସମସ୍ୟା ଦୂର ହେବ। ସମ୍ପର୍କରେ ମଧୁରତା ଆସିବ।

କୁମ୍ଭ: ଆଜି ହଠାତ୍‌ ଆପଣଙ୍କୁ ମୁଦ୍ରା ଲାଭ ହେବ। ବ୍ୟବସାୟରେ ବହୁତ ଅଗ୍ରଗତି ହେବ। ଜୀବନସାଥୀଙ୍କଠାରୁ ଏକ ଉପହାର ପାଇବେ।

ମୀନ: ଆର୍ଥିକ ଲାଭ ଦେବ। କୌଣସି ସମସ୍ୟାରେ ଭୟଭୀତ ହେବା ପରିବର୍ତ୍ତେ ପ୍ରିୟଜନଙ୍କ ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.