ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ ଆର୍ଥିକ ସ୍ଥିତି କିପରି ରହିବ

ସାଙ୍ଗଙ୍କ ସହ ଭେଟ ହୋଇପାରେ ।  ଆର୍ଥିକ ଲାଭ ମିଳିପାରେ ।  ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ । କର୍ମକ୍ଷେତ୍ରରେ ଆପଣଙ୍କର ସକରାତ୍ମକ ମନୋଭାବ ସମସ୍ତଙ୍କୁ ଆକର୍ଷିତ କରିପାରେ ।

ମେଷ : ଆଜି ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଯତ୍ନଶୀଳ ଯୋଜନା ଏବଂ କିଛି କାମର ସକରାତ୍ମକ ଫଳାଫଳ ମିଳିବ । ପାରିବାରିକ ସହିତ ପର୍ବ ଏବଂ ଧାର୍ମିକ ସମାରୋହକୁ ଯାଇପାରନ୍ତି । ପରିବାର ସହିତ ସମୟ ବିତାଇବେ । ପିଲାମାନଙ୍କ ପାଇଁ ଦିନଟି ଭଲରେ କଟିବ । ନିଜ ଉପରେ ନିୟନ୍ତ୍ରଣ ରିଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ ।

ବୃଷ : ଆଜି ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଆଜି ନିଜ ଖାଦ୍ୟରେ ଅଧିକ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବାକୁ ଚାହିଁବେ । ଯେକୌଣସି କାମ କରିବାକୁ ଚାହୁଁଛନ୍ତି, ତାକୁ କରିବା ପାଇଁ ଆଜି ଉପଯୁକ୍ତ ଦିନ । କିଛି କାମ ପାଇଁ ଆଜି ଆରାମ ମିଳିବ । ପିଲାମାନେ ପରିବାର ସହ ଖୁସର ସମୟ କାଟିବେ ।  ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ମିଥୁନ : ଆର୍ଥିକ ସ୍ଥିତି ଭଲ ରହିବ । କିଛ ଜିନିଷ କିଣି ପାରିବେ ଯାହାକୁ କିଣିବାକୁ ଚାହୁଁଥିଲେ । ପରିବାରରେ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ପରିବାରରେ ଖୁସିର ଉତ୍ସ ହେବ । ପରିବାରର ସମର୍ଥନ ମିଳିବ । ସାଙ୍ଗମାନଙ୍କ ସହ ବାହାରକୁ ଯାତ୍ରା କରିବେ । ଖାଇବାକୁ ନେଇ ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିପାରେ ।

କର୍କଟ : ପ୍ରେମ ଜୀବନ ଭଲ ରହିବ । କର୍ମ କ୍ଷେତ୍ରରେ ଦିନଟି ଭଲ ହୋଇପାରେ । ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । କାହା ସହ ଝଗଡା ହୋଇପାରେ, ସେଥିପାଇଁ ସାବଧାନ ରୁହନ୍ତୁ । ମା’ଙ୍କ ସହ ଖୁସର ସମୟ କାଟିବେ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି ।

ସିଂହ :  ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଲାଭ ମଳିପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି । କିଛି କାମ ପାଇଁ ଅନେକ ସମ୍ମାନ ମଳିପାରେ । ପିଲାମାନେ ମା’ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

କନ୍ୟା :  ଅର୍ଥ ସମସ୍ୟା ହୋଇପାରେ । କିଛି କାମ ଯୋଗୁ ମାନ ସମ୍ମାନ ମିଳିପାରେ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହେବ, ସମସ୍ତଙ୍କ ସହ ଖୁସିର ସମୟ କାଟିବେ ।  ପାରିବାରିକ ଜୀବନ ଖୁସି ମିଳିପାରେ । ମନ ଖୁସି ରହିପାରେ । ଆର୍ଥିକ ପରିସ୍ଥିତି ଅଧିକ ସୁଦୃଢ ହୋଇପାରେ । କିଛି କରିଥିବା କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି ।

ତୁଳା :   ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ଶୁଭ ରହିଛି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଯୋଗୁ ଆପଣ ଖୁସି ରହିବେ । ବିବାହିତ ଜୀବନରେ ଖୁସି ମଳିବ, ଜୀବନସାଥୀଙ୍କଠାରୁ ସମର୍ଥନ ମଧ୍ୟ ପାଇବେ ।  ଲଭ୍‌ମେଣ୍ଟଙ୍କ ପାଇଁ ସମୟ ଭଲରେ କଟିବ ।ମନରୁ କରିଥିବା କାମ ପୂରା ହୋଇଯିବ ।

ବିଛା :  ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।  ଆର୍ଥିକ ଲାଭ ମିଳିପାରେ ।  ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ । କର୍ମକ୍ଷେତ୍ରରେ ଆପଣଙ୍କର ସକରାତ୍ମକ ମନୋଭାବ ସମସ୍ତଙ୍କୁ ଆକର୍ଷିତ କରିପାରେ । ପାରିବାରିକ ବାତାବରଣ ଶାନ୍ତ ରହିବ କିନ୍ତୁ ଜୀବନସାଥୀ ସହିତ ବିବାଦ ହୋଇପାରେ ।

ଧନୁ : ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ଛାତ୍ରମାନଙ୍କ ମନ ପାଠପଢାରେ ଲାଗିନପାରେ । ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋପାରିବ । ଲଭ୍‌ମେଣ୍ଟଙ୍କ ଠାରୁ ଉପହାର ମିଳିପାରେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ । ଆପଣ ଆଜି ମାନସିକ ଚାପ ଅନୁଭବ କରିପାରନ୍ତି ।

ମକର : ଲଭ୍‌ମେଣ୍ଟଙ୍କର ପାରସ୍ପର ଉପରେ ବିଶ୍ୱାସ ଗଭୀର ହେବ । ଆଜି ଆପଣଙ୍କ ଦିନଟି ଅଳସୁଆରେ ପରିପୂର୍ଣ୍ଣ ହେବ ରହିପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ପାରିବାରିକ ପରିବେଶ ଠିକ୍‌ ରହିବ । ଘରକୁ ଅତିଥି ଆସିପାରନ୍ତି ।

କୁମ୍ଭ :  ଆପଣ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମଳିବ । ଆପଣ ଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ହୋଇପାରେ । ଦାମ୍ପତ୍ୟ ଜୀବନରେ ଆଜି ସୁଖ ମିଳିପାରେ । କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି ।  ଯଦି ଛାତ୍ରମାନେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି ।

ମୀନ : ଯେଉଁଥିପାଇଁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ । ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ହୋଇପାରେ । ଆର୍ଥିକ ସମସ୍ୟା ହୋଇପାରେ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ଆଜି ପରିବାର ସହିତ ସମୟ କାଟିବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ, କାହା ସହ ଝଗଡା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.