ଜାଣନ୍ତୁ ରାଶିଫଳ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ, ସମ୍ପର୍କରେ ନିବିଡ଼ତା ଆସିବ

ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ କରିଥିବା ପ୍ରୟାସ ସାର୍ଥକ ହେବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସରକାରୀ ସ୍ତରରୁ ସହଯୋଗ ମିଳିପାରେ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମେଷ: ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ କରିଥିବା ପ୍ରୟାସ ସାର୍ଥକ ହେବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ବୃଷ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସରକାରୀ ସ୍ତରରୁ ସହଯୋଗ ମିଳିପାରେ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମିଥୁନ: ଆଜି ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ଉନ୍ନତି ହେବ। ଉପହାର କିମ୍ବା ସମ୍ମାନ ବଢ଼ିବ।

କର୍କଟ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପକ୍ଷ ମଜଭୁତ ହେବ। ସମ୍ପର୍କରେ ନିବିଡ଼ତା ଆସିବ। ଉପହାର କିମ୍ବା ସମ୍ମାନର ଲାଭ ମିଳିପାରେ।

ସିଂହ: ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସରକାରୀ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ଅଯଥାରେ ଚିନ୍ତା କରିବେ। ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ।

ତୁଳା: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି।

ବିଛା: ଉପହାର କିମ୍ବା ସମ୍ମାନରେ ଲାଭ ମିଳିବ। ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ଆର୍ଥିକ ମାମଲାରେ ପ୍ରଗତି ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ।

ମକର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଇଚ୍ଛା ନ ଥିଲେ ବି କେଉଁଆଡ଼େ ଯାତ୍ରା କରିପାରନ୍ତି। ବ୍ୟବସାୟିକ ଯୋଜନା ଫଳୀଭୂତ ହେବ।

କୁମ୍ଭ: ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଆଜି ଆପଣ ଗୃହ ଉପଯୋଗୀ ବସ୍ତୁ କିଣିପାରନ୍ତି।

ମୀନ: ସନ୍ତାନ କିମ୍ବା ଶିକ୍ଷା ଯୋଗୁ ଆପଣ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ବ୍ୟବସାୟିକ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.