ଆଜିର ରାଶିଫଳ: ଏହି ରାଶିର ଲୋକେ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ

ଆତ୍ମବିଶ୍ୱାସ କମିବ। ଚାକିରିରେ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ। ଆୟ ବୃଦ୍ଧି ପାଇବ। ବାଣୀରେ ମଧୁରତା ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ।

ମେଷ: ଆତ୍ମବିଶ୍ୱାସ କମିବ। ଚାକିରିରେ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ। ଆୟ ବୃଦ୍ଧି ପାଇବ।

ବୃଷ: ବାଣୀରେ ମଧୁରତା ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାପରୁ ଦୂରେଇ ରୁହନ୍ତୁ।

ମିଥୁନ: ମନ ଚିନ୍ତିତ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଅଧିକ ଉତ୍ସାହୀ ହୁଅନ୍ତୁ ନାହିଁ। କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ।

କର୍କଟ: ମନ ଅଶାନ୍ତ ରହିବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଶୈକ୍ଷିକ କାର୍ଯ୍ୟରେ ସମସ୍ୟା ଆସି ପାରେ। ପରିବାରର ସମର୍ଥନ ପାଇବେ।

ସିଂହ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଅଧିକାରୀଙ୍କ ସହଯୋଗ ମିଳିବ। ଭାଇଭଉଣୀ ଓ ସାଙ୍ଗମାନଙ୍କ ସମର୍ଥନ ପାଇବେ।

କନ୍ୟା: ସଂଯତ ରୁହନ୍ତୁ। କ୍ରୋଧରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତାରେ ସନ୍ତୁଳିତ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଧନ ଲାଭର ଯୋଗ ରହିଛି।

ତୁଳା: ଆତ୍ମବିଶ୍ୱାସ ଭରପୂର ରହିବ। ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରିବାରରେ ଶାନ୍ତି ରହିବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ।

ବିଛା: ମନ ଅଶାନ୍ତ ରହିବ। ଆତ୍ମବିଶ୍ୱାସ କମିବ। ପାରିବାରିକ ସମସ୍ୟା ଚିନ୍ତାରେ ପକାଇ ପାରେ। ସାଙ୍ଗମାନଙ୍କୁ ଭେଟିବାର ଅବସର ମିଳିବ।

ଧନୁ: ମାନସିକ ଶାନ୍ତି ରହିବ। କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିବ। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳି ପାରେ। କ୍ରୋଧ ଅଧିକ କରିବେ।

ମକର: ମନ ଅସ୍ଥିର ରହିବ। ଶୈକ୍ଷକ କାର୍ଯ୍ୟରେ ସମସ୍ୟା ଆସି ପାରେ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ସନ୍ତାନମାନଙ୍କ ତରଫରୁ ସୁଖଦ ସମାଚାର ମିଳିବ।

କୁମ୍ଭ: ଅତ୍ୟଧିକ ଖର୍ଚ୍ଚ ହେତୁ ଚିନ୍ତା ବଢ଼ି ପାରେ। ପରିବାରର ସମର୍ଥନ ମିଳିବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ଆୟ ବଢ଼ିବ।

ମୀନ: କ୍ରୋଧରୁ ଦୂରେଇ ରୁହନ୍ତୁ। ବାହନ ସୁଖ ବଢ଼ିବ। ହଠାତ୍‌ ଧନ ପ୍ରାପ୍ତି ହୋଇ ପାରେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଚିନ୍ତା ବଢ଼ି ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.