ଆଜିର ରାଶିଫଳ: ଏହି ରାଶି ଲୋକଙ୍କର ବ୍ୟବସାୟରେ ବୃଦ୍ଧି ଘଟିବ

ମନ ଶାନ୍ତ ରହିବ। ଆତ୍ମବିଶ୍ୱାସ ଭରପୂର ରହିବ। ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ବୃଦ୍ଧି ପାଇବ। ଧର୍ମ, କର୍ମ ପ୍ରତି ରୁଚି ବଢ଼ିବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଅଧିକ ପରିଶ୍ରମ କରିବେ।

ମେଷ: ମନ ଶାନ୍ତ ରହିବ। ଆତ୍ମବିଶ୍ୱାସ ଭରପୂର ରହିବ। ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ବୃଦ୍ଧି ପାଇବ। ସଂଯତ ରୁହନ୍ତୁ। ଧର୍ମ, କର୍ମ ପ୍ରତି ରୁଚି ବଢ଼ିବ।

ବୃଷ: ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଅଧିକ ପରିଶ୍ରମ ହେବ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ।

ମିଥୁନ: ମନ ବିଚଳିତ ରହିପାରେ। ପରିବାରର ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ। ଆୟ ବାଧାପ୍ରାପ୍ତ ହୋଇପାରେ। ଅର୍ଥାଭାବ ରହିବ।

କର୍କଟ: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। କୌଣସି ମିତ୍ରଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ। ଆୟ ବୃଦ୍ଧି ପାଇବ। ଅତ୍ୟଧିକ କ୍ରୋଧ କରନ୍ତୁ ନାହିଁ।

ସିଂହ: ମନ ଶାନ୍ତ ଏବଂ ଖୁସି ରହିବ। ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ବାହନ ସୁଖ ବଢ଼ିପାରେ। ବାଣୀରେ ଭଦ୍ରତା ରହିବ। ଆୟ ହ୍ରାସ ଏବଂ ଖର୍ଚ୍ଚ ଅଧିକ ହେବ।

କନ୍ୟା: ମନ ପ୍ରସନ୍ନ ରହିବ। ଅଧ୍ୟୟନରେ ରୁଚି ବଢ଼ିବ। ବ୍ୟସ୍ତତା ଅଧିକ ରହିବ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଧୌର୍ଯ୍ୟଶୀଳତା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରର ସମର୍ଥନ ପାଇବେ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭର ସୁଯୋଗ ରହିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ବିଛା: ମନରେ ଆଶା ଓ ନିରାଶାର ଭାବ ରହିପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ମନରେ ଖୁସିର ଭାବନା ରହିବ। ପାରିବାରିକ ଜୀବନରେ ଖୁସି ଆସିବ।

ଧନୁ: ଆତ୍ମସଂଯତ ରୁହନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରର ସମର୍ଥନ ପାଇବେ। ବ୍ୟବସାୟରେ ଉନ୍ନତି ଘଟିବ। ଜୀବନସାଥୀ ସାଥ୍‌ ଦେବେ।

ମକର: ଭବନ ସୁଖ ବଢ଼ିବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତାନ ସୁଖ ବଢ଼ିବ। ମା’ଙ୍କ ସମର୍ଥନ ପାଇବେ।

କୁମ୍ଭ: ମନ ଶାନ୍ତ ରହିବ। ବ୍ୟବସାୟରୁ ଆୟ ବୃଦ୍ଧି ପାଇବ। ଅତିରିକ୍ତ ଖର୍ଚ୍ଚ ଏବଂ ଆୟ ହ୍ରାସ ହେବ। ବାପାଙ୍କଠାରୁ ସମର୍ଥନ ପାଇପାରନ୍ତି। ଭ୍ରମଣର ସମ୍ଭାବନା ରହିଛି।

ମୀନ: ଆତ୍ମବିଶ୍ୱାସ ଭରପୂର ରହିବ। ସଂଯତ ରୁହନ୍ତୁ। ଅଯଥା ବିତର୍କରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ମାନସିକ ଶାନ୍ତି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.