Below header

ଓଜନ କମାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଗଜାଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟ ବି ରହିବ ଫିଟ

ଓଜନ କମାଇବା ପାଇଁ ଗଜାଯୁକ୍ତ ଖାଦ୍ୟ ବା ଗଜା ମୁଗ ବହୁତ ଲାଭଦାୟକ ହୋଇଥାଏ | ଗଜାଯୁକ୍ତ ଖାଦ୍ୟ ବା ଅଙ୍କୁରିତ ଶସ୍ୟରେ ମାତ୍ରାଧିକ ପ୍ରୋଟିନ ରହିଥାଏ | ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବେଶୀ ସମୟ ଯାଏ ଭୋକ ଲାଗି ନଥାଏ | ଫଳରେ ଆପଣଙ୍କୁ ଆଉ କିଛି ଖାଇବାକୁ ପଡ଼ି଼ ନ ଥାଏ | ଯେଉଁଠି ପାଇଁ ଆପଣଙ୍କ ଓଜନ ହ୍ରାସ ପାଇଥାଏ | ଏଥିରେ କମ କାଲୋରି ଓ ଅଧିକ ଫାଇବର ଥିବାରୁ ଏହା ଓଜନ କମାଇବା ସହ ସୁସ୍ଥ ରଖିଥାଏ |

ଫାଇବର :

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଗଜା ଖାଦ୍ୟ ଖାଆନ୍ତୁ | କାରଣ ଗଜା ଖାଦ୍ୟରେ ପ୍ରାୟ 100 ଗ୍ରାମ ଫାଇବର ମିଳିଥାଏ | ସକାଳ ସମୟରେ ଗଜା ମୁଗ ଖାଇବା ବହୁତ ହିତକର ହୋଇଥାଏ |

ଫ୍ୟାଟ ଓ କାଲୋରି :

ଗଜା ମୁଗ ବା ଗଜା ଖାଦ୍ୟରେ ବହୁତ କମ କାଲୋରି ଓ ଫାଟ ଥିବାରୁ ଏହା ଓଜନ ବଢାଇବାକୁ ଦେଇ ନଥାଏ | ଏଠି ସହ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ | ଓଜନ କମାଇବା ପାଇଁ ଖାଦ୍ୟରେ କାଲୋରି କାମ ହେବା ଦରକାର | ଯାହାକି ଗଜା ମୁଗ ରେ ରହିଛି | ତେଣୁ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କାଲୋରି କମ ହେବ ଦରକାର |

ପ୍ରୋଟିନ :

ଗଜା ଖାଦ୍ୟରେ ପ୍ରୋଟିନ ଭଲ ମାତ୍ରାରେ ଥିବାରୁ ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ | ଗଜା ମୁଗ ପ୍ରତି ର ଭଲ ସ୍ରୋତ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.