ଏହି ଦୁଇ ରାଶିର ବ୍ୟକ୍ତି କେବେ ବି ହାତ ଓ ଗୋଡ଼ରେ ବାନ୍ଧନ୍ତୁ ନାହିଁ କଳା ସୁତା, କେବଳ ଏହି ରାଶି ପିନ୍ଧନ୍ତୁ

ଅଧିକାଂଶ ସମୟରେ ଲୋକ ହାତ ଗୋଡ଼ରେ କଳା ସୁତା ବାନ୍ଧି ଥିବାର ଦେଖାଯାଏ | କେହି କେହି ଗଳାରେ ବି କଳା ସୁତା ବାନ୍ଧିଥାନ୍ତି | କୁହାଯାଏ ଖରାପ ନଜରରୁ ବଞ୍ଚାଇବା ପାଇଁ ଲୋକେ କଳା ସୁତା ବାନ୍ଧିଥାନ୍ତି | ତେବେ ଆପଣ ଜାଣନ୍ତି କି କଳା ସୁତା ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ |

ଏମିତିରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ସୁତା କିଛି ରାଶିର ଲୋକେ ଭୁଲରେ ପିନ୍ଧିବା କଥା ନୁହେଁ | ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଳା ସୁତା ପିନ୍ଧିବା କଥା ନୁହେଁ |

ଏହି 2 ରାଶିର ଲୋକେ ଭୁଲରେ କଳା ସୁତା ପିନ୍ଧିବା କଥା ନୁହେଁ :

ମେଷ :

ମେଷ ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଦେବତା | ମଙ୍ଗଳଙ୍କ କଳା ରଙ୍ଗ ପ୍ରତି ଶତ୍ରୁତା ଥାଏ | ତେଣୁ ଏହି ରାଶିର ବ୍ୟକ୍ତି କଳା ସୁତା ପିନ୍ଧିବା କଥା ନୁହେଁ | ଯଦି ମେଷ ରାଶି ଲୋକେ କଳା ସୁତା ପିନ୍ଧନ୍ତି ତେବେ କିଛି ଅନିଷ୍ଟ ହୋଇପାରେ |

ବିଛା :

ବିଛା ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଦେବତା | ମେଷ ରାଶି ଭଳି ମଙ୍ଗଳଙ୍କ କଳା ରଙ୍ଗ ପ୍ରତି ଶତ୍ରୁତା ଥାଏ | ତେଣୁ ଏହି ରାଶିର ବ୍ୟକ୍ତି କଳା ସୁତା ପିନ୍ଧିବା କଥା ନୁହେଁ | ଯଦି ମେଷ ରାଶି ଲୋକେ କଳା ସୁତା ପିନ୍ଧନ୍ତି ତେବେ ମଙ୍ଗଳଙ୍କ ଶୁଭ ପ୍ରଭାବ ନଷ୍ଟ ହୋଇଥାଏ ଓ ଏଥି ପାଇଁ ଅନିଷ୍ଟ ହୋଇପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.