କଣ ଭିଟାମିନ ସି ହରାଇପାରିବ କାରୋନା ଭାଇରସ? ଜାଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଡାକ୍ତର

କାରୋନା ଭାଇରସ ଭଳି ଘାତକ ଭାଇରସ ଯୋଗୁଁ ଆଜି ସାରା ଦେଶ ଲଢେଇ କରୁଛି। ଏହି ଲଢେଇରେ ଏବେ ପର୍ଯ୍ୟନ୍ତ 24 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଦୁନିଆର ପ୍ରତ୍ୟେକ ଦେଶ ଏହି ଭାଇରସକୁ ମାତ ଦେବା ପାଇଁ ଚିକତ୍ସା ସନ୍ଧାନରେ ଅଛନ୍ତି। ସେହିପରି ଅନେକ ପ୍ରୟୋଗ ମଧ୍ୟ କରାଯାଉଛି ଏହି ଭାଇରସର ମୂଳପୁଛ କରିବାକୁ। ଏହି ସବୁ ପ୍ରୟୋଗ ମଧ୍ୟରେ ଆମେରିକାରେ କାରୋନା ଭାଇରସରେ ସଂକ୍ରମିତ କିଛି ରୋଗୀଙ୍କୁ ଭାରି ମାତ୍ରାରେ ଭିଟାମିନ ସି ଦିଆଗଲା। ଯାହାପରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିଲା। ଏହି ପରିକ୍ଷଣକୁ ନେଇ ଜଣେ ବିଶେଷଜ୍ଞ କହିଲେ ଯେ କାରୋନା ଭାଇରସ ସହ ପୀଡିତ ରୋଗୀଙ୍କୁ ୧,୫୦୦ ମିଲିଗ୍ରାମ ଇଣ୍ଟରବେନସ ଭିଟାମିନ ସି ଦିଆଯାଇଥିଲା।

docterଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରୋଗୀଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହା ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ସଂସ୍ଥାନର ଭିଟାମିନ ସିର ଦୈନିକ ଅନୁସଂସିତ ମାତ୍ରା ଠାରୁ ୧୬ ଗୁଣା ଅଧିକ ଅଟେ। ବୟସ୍କ ପୁରୁଷଙ୍କ ପାଇଁ ୯୦ ମିଲିଗ୍ରାମ ଏବଂ ବୟସ୍କ ମହିଳାଙ୍କ ପାଇଁ ୭୫ ମିଲିଗ୍ରାମ ନିର୍ଦ୍ଧାରିତ କରାଯାଇଛି। ବିଶେଷଜ୍ଞ ମତ ଦେଇ କହିଛନ୍ତି ଯେ ଏହି ପ୍ରୟୋଗର ପରିଣାମ ଚୀନର ସଂଘାୟୀର କାରୋନା ଭାଇରସ ପୀଡିତ ଲୋକଙ୍କ ପାଇଁ କରାଯାଇଥିବା ପ୍ରୟୋଗିକ ଉପଚାର ଉପରେ ଆଧାରିତ ଅଟେ। ସେ କହିଛନ୍ତି ଯେ ଯେଉଁ ଲୋକଙ୍କୁ ଭିଟାମିନ ସି ଦିଆଗଲା, ସେମାନଙ୍କର ଅନ୍ୟ ରୋଗୀଙ୍କ ତୁଳନାରେ ସ୍ୱାସ୍ଥ୍ୟରେ ସୁଧାର ଆସିଲା।

vitaସେହିପରି ବିଶେଷଜ୍ଞ ଜଣଙ୍କ କହିଛନ୍ତି ଯେ ପ୍ରଚୁର ମାତ୍ରାରେ ଭିଟାମିନ ସିର ଡୋଜ କାରୋନା ଭାଇରସ ସହ ଲଢ଼େଇ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକିତ୍ସା ବୋଲି କହିପାରିବାନାହିଁ କାହିଁକିନା ବର୍ତ୍ତମାନ ଏହା କାରୋନାର ଔଷଧ ନୁହେଁ।

Leave A Reply

Your email address will not be published.