Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଯୁକ୍ତିତର୍କରୁ ଦୂରେଇ ରହିବା ଭଲ । ଶରୀର ଅସୁସ୍ଥ ରହିପାରେ।

brushaବୃଷ : ସୁସ୍ୱାଦୁ ଭୋଜନ ସହ ମାନ ସମ୍ମାନ ପ୍ରାପ୍ତି ହେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବିଦେଶ ଯାତ୍ରା ସଫଳ ହେବ ।

mithunaମିଥୁନ : ପାରିବାରିକ ସମସ୍ୟା ଦେଖାଦେବ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

 

karkataକର୍କଟ : କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଅହଂଭାବ ତ୍ୟାଗ କରନ୍ତୁ ।

singhaସିଂହ : ସୁସ୍ୱାଦୁ ଭୋଜନ କରିବେ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।

kanyaକନ୍ୟା : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହୋଇପାରେ।

tulaaତୁଳା : ଚକ୍ଷୁରେ ପୀଡ଼ା ଦେଖାଦେବ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ।

bichhaବିଛା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ।

dhanuଧନୁ : ଅହଂଭାବ ତ୍ୟାଗ କରିବା ସହ ମନରୁ ସନ୍ଦେହ ଦୂର କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ । ଶରୀର ଅସୁସ୍ଥ ରହିପାରେ।

makaraମକର : ସୁସ୍ୱାଦୁ ଭୋଜନ କରିବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ମନକୁ ଆୟତ୍ତରେ ରଖନ୍ତୁ ।

kumbhaକୁମ୍ଭ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

minaମୀନ : ବନ୍ଧୁ ମିଳନ ଯୋଗ ରହିଛି। ଧର୍ମ କାର୍ୟ୍ୟରେ ଯୋଗ ଦେବେ । ଆୟ ଉତ୍ତମ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.