Below header

ଇଣ୍ଟରନେଟରେ ନୂଆ ଚ୍ୟାଲେଞ୍ଜ , ଚାଲିଛି #SwitchOnChallenge ଟ୍ରେଣ୍ଡ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଇଣ୍ଟରନେଟରେ ଏକ ନୂଆ ଚ୍ୟାଲେଞ୍ଜର ଟ୍ରେଣ୍ଡ ଚାଲିଛି । ଯାହାର ନାମ ହେଉଛି ସ୍ଵିଚ ଅନ ଚ୍ୟାଲେଞ୍ଜ । ଆଜ୍ଞା ହଁ ଆମେ କହୁଛୁ ସ୍ଵିଚ ଅନ କରିବା କଥା । ସାଧାରଣତଃ ସ୍ଵିଚ ଅନ କରିବା କେତେ ସହଜ ତାହତ ଆପଣ ଜାଣିଥିବେ କିନ୍ତୁ ସିଧା କାମକୁ ଓଲଟା କରିବା ହେଉଛି ଏକ ଚ୍ୟାଲେଞ୍ଜ । ବର୍ତ୍ତମାନର ଟ୍ରେଣ୍ଡ ହେଉଛି ସ୍ଵିଚ ଅନ କରିବା ଯାହାଦ୍ୱାରା ଫ୍ୟାନ ଓ ଲାଇଟ ଅନ ହେବ କିନ୍ତୁ ଏଥିରେ ଟ୍ଵିଷ୍ଟ ହେଉଛି ଏହାକୁ ଅନ କରିବା ପାଇଁ ଆପଣ ନିଜ ହାତର ବ୍ୟବହାର କରିପାରିବେ ନାହିଁ ।


ବର୍ତ୍ତମାନ ଇଣ୍ଟରନେଟ ୟୁଜର ଏହି ଚ୍ୟାଲେଞ୍ଜକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି । ଯାହାକୁ ପୁରା କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଷ୍ଟାଇଲରେ ସ୍ଵିଚ ଅନ କରୁଥିବାର ଦେଖାଯାଇଛି । ଦେଖନ୍ତୁ ଠିକ ସେହିପରି କିଛି ମଜାଦାର ଭିଡିଓ ।

ଏହାସହ ପଢନ୍ତୁ ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର, ଯେଉଁଥିରେ ଲୁଚି ରହିଛି ଏକ ଚେହେରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.