ସୋସିଆଲ ମିଡିଆକୁ ବର୍ଷେ ପରେ ଫେରିଲେ ତାପସୀ, ଦେଲେ ବିବାଦୀୟ ମନ୍ତବ୍ୟ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ପୁଣିଥରେ ଚର୍ଚ୍ଚାରେ । ତାପସୀ ଦୀର୍ଘ ବର୍ଷେ ଯାଏଁ ସୋସିଆଲ ମିଡିଆରୁ ଦୂରତା ରଖିବା ପରେ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି । ସୋସିଆଲ ମିଡିଆକୁ ଫେରିବା ପରେ ଫ୍ୟାନ୍ସ ତାଙ୍କୁ ନିଜ ଆକାଉଣ୍ଟକୁ ନେଇ ପ୍ରଶ୍ନ ପଚାରିଥିଲେ । ଫ୍ୟାନ୍ସ…