Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

brushaବୃଷ : ପରିବାରର ସହଯୋଗ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

mithunaମିଥୁନ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ସାବଧାନ ରହିବା ଆବଶ୍ୟକ । ସୁସ୍ୱାଦୁ ଭୋଜନ କରିବେ ।

karkataକର୍କଟ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମାନ ସମ୍ମାନ ପ୍ରାପ୍ତି ହେବ ।

singhaସିଂହ : ଶରୀର ଅସୁସ୍ଥ ରହିପାରେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ଆୟ ଉତ୍ତମ ରହିବ ।

kanyaକନ୍ୟା : ଗୁରଜନଙ୍କ ସମ୍ମାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।

tulaaତୁଳା : ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଶତ୍ରୁ ବୃଦ୍ଧି ହେବେ । କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ ।

bichhaବିଛା : ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ । ବିଦ୍ୟାର୍ଥୀ ସଫଳତା ପାଇବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ।

dhanuଧନୁ : ପରିବାରର ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ବିଶ୍ୱାସଘାତକତା ହୋଇପାରେ ।

makaraମକର : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗାଡି ଚଳାଇବା ବେଳେ ସାବଧାନ ରହିବେ ।

kumbhaକୁମ୍ଭ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।

minaମୀନ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । ଗୃହରେ ଅଶାନ୍ତି ଦେଖାଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.