ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହୋଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

brushaବୃଷ : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ପରିଶ୍ରମ ଅନୁସାରେ ଫଳ କମ୍‌ ପାଇବେ । ସୁସ୍ୱାଦୁ ଭୋଜନ ଲାଭ ରହିଛି ।

mithunaମିଥୁନ : ମାନସିକ ଅଶାନ୍ତି ଭୋଗ କରିବେ । ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ, ସଫଳତା ପାଇବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

karkataକର୍କଟ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମାନ ସମ୍ମାନ ପ୍ରାପ୍ତି ହେବ ।

singhaସିଂହ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ସୁସ୍ୱାଦୁ ଭୋଜନ ଲାଭ ଅଛି । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

kanyaକନ୍ୟା : ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ପାରିବାରିକ ସମସ୍ୟା ଦୂର ହେବ ।

tulaaତୁଳା : ବିଦେଶ ଯାତ୍ରା ଯୋଗ ରହିଛି । ଗୃହରେ ଶାନ୍ତି ଦେଖାଦେବ । ବନ୍ଧୁମିଳନ ଯୋଗ ରହିଛି ।

bichhaବିଛା : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୌଣସି ଧର୍ମକାର୍ୟ୍ୟରେ ଯୋଗ ଦେଇପାରନ୍ତି ।

dhanuଧନୁ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ

makaraମକର : ଅହଙ୍କାର ତ୍ୟାଗ କରନ୍ତୁ । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିବ । ଗୁରୁଜନଙ୍କ ସହଯୋଗ ମିିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।

kumbhaକୁମ୍ଭ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । ଗୃହରେ ଅଶାନ୍ତି ଦେଖାଦେବ ।

minaମୀନ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂକାର ତ୍ୟାଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like