ଜାଣିନେବେ ଯଦି ଲିପଷ୍ଟିକର ଏହି ୩ଟି ଫାଇଦା, ତେବେ ଗର୍ଲଫ୍ରେଣ୍ଡଙ୍କୁ ସବୁ ମାସରେ କରିବେ ଗିଫ୍ଟ

ଖୋଜିଲେ ଆପଣଙ୍କୁ ଏମିତି ଖୁବ୍ କମ୍ ଝିଅ ମିଳିବେ ଯାହାଙ୍କୁ ଲିପଷ୍ଟକ୍ ଲଗାଇବା ପସନ୍ଦ ନଥିବ । ସେ ଝିଅ ହେଇଥାନ୍ତୁ କି ମହିଳା ସମସ୍ତଙ୍କ ମେକପ୍ କିଟରୁ ଆପଣଙ୍କୁ ଲିପଷ୍ଟିକ୍ ନିଶ୍ଚୟ ମିଳିଯିବ । ଲିପଷ୍ଟିକ୍ ବିନା ମେକପ୍ ସବୁବେଳେ ଅଧୁରା । ଆଜି ଆମେ ଆପଣଙ୍କୁ ଜଣାଇବୁ ଲିପଷ୍ଟିକ୍ ଲଗାଇବାର ଫାଇଦା ବିଷୟରେ ।
ୟୁଭି ରେ’ରୁ ବଂଚାଇଥାଏ
ଯେଉଁ ଲିପଷ୍ଟିକକୁ ସର୍ବଦା ନିଜର ସୁନ୍ଦରତା ବଢାଇବା ପାଇଁ ଲଗାଇଥାନ୍ତି, କ’ଣ ଆପଣ ଜାଣିଛନ୍ତି ଏହା ଆପଣଙ୍କ ଓଠକୁ ୟୁଭି ରେ’ରୁ ବଂଚାଇବାର କାମ କରିଥାଏ ବୋଲି ?।
କନଫିଣ୍ଡେସ୍ ବଢାଇଥାଏ
ଏକ ଅଧ୍ୟୟନରୁ ଜଣାପଡିଛି ଲିପଷ୍ଟିକ୍ ଲଗାଉ ଥିବା ମହିଳା ଏବଂ ଝିଅମାନେ ଅଧିକ କନଫିଣ୍ଡେସ୍ ହୋଇଥାନ୍ତି ।
ମୁଡକୁ ଠିକ୍ କରିଥାଏ
ମନବୈଜ୍ଞ୍ୟାନିକଙ୍କ କହିବା ଅନୁସାରେ, ଲିପଷ୍ଟିକ୍ ଝିଅମାନଙ୍କର ମୁଡ୍ ଉପରେ ପ୍ରଭାବ ପକାଇଥାଏ । ଲିପଷ୍ଟିକ୍ ଲଗାଇବା ଦ୍ବାରା ମହିଳା ଏବଂ ଝିଅମାନଙ୍କର ମୁଡ୍ ଖୁବ୍ ଭଲ ରହିଥାଏ ।