ବିୟର ପିଉଥିବା ଯୁବତୀମାନଙ୍କ ପାଖରେ ରହିଥାଏ ଏହିସବୁ ଗୁଣ

ଯେଉଁ ଲୋକମାନେ ସାଥିହୋଇ ମଦ ପିଇଥାନ୍ତି ବା ଅନ୍ୟ କୌଣସି ନିଶା ସାଙ୍ଗ ହୋଇ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରେ ବନ୍ଧୁତା ଅଧିକ ଗଭୀର ହୋଇଥାଏ । ଏକଥା ଆପଣ ନିଶ୍ଚୟ ଶୁଣିଥିବେ ଠିକ ସେହିପରି ଯୁବତୀ ମାନଙ୍କ ସହିତ ମଧ୍ୟ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦି ଆପଣ କୌଣସି ବିୟର ପିଉଥିବା ଯୁବତୀ ସହ ଡେଟ କରୁଛନ୍ତି ତାହେଲେ ଆପଣ ସେହି ସବୁ ଅସୁବିଧାର ସମ୍ମୁଖୀନ ହେବେନାହିଁ ଯାହା ସାଧାରଣରେ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ମଦ ପିଉଥିବା ଯୁବତୀଙ୍କ ପାଖରେ ରହିଥାଏ ଏହିସବୁ ଗୁଣ ।

1. ବିୟର ପିଉଥିବା ଝିଅମାନେ ଅନ୍ୟ ଝିଅ ମାନଙ୍କ ତୁଳନାରେ ଅଧିକ ଦେଖେଇ ହୋଇନଥାନ୍ତି । ଏମାନେ ଭୋଡକା ଓ ଟକୀଲାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏହାସହିତ ସେମାନେ ବିୟର ଅଧିକ ପସନ୍ଦ କରିଥାନ୍ତି ।

2. ଏହି ଯୁବତୀମାନଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡ ବିଷୟରେ ଜଣାଥାଏ । ତେବେ ଏହି ଝିଅମାନେ ନିଜ ପାର୍ଟନରକୁ ସବୁ ସିଚୁଏସନରେ କମ୍ଫରଟେବୁଲ ଫିଲ କରାଇବାକୁ ଚାହିଁଥାନ୍ତି ।

3. ସାଧାରଣତଃ ଏହି ଯୁବତୀମାନେ ଅଧିକାଂଶ କୁଲ ମାଇଣ୍ଡେଡ ହୋଇଥାନ୍ତି ଏବଂ ସେମାନେ ବିୟର ପିଇବା ପାଇଁ କୌଣସି ସମୟ ଦେଖନ୍ତି ନାହିଁ ।

Related image

4.ଏହି ଯୁବତୀମାନେ ନିଜ ପାର୍ଟନରକୁ କେବେ ବି ସପିଙ୍ଗ ପାଇଁ ହଇରାଣ କରନ୍ତି ନାହିଁ କାରଣ ଏମାନଙ୍କୁ ସପିଙ୍ଗଠୁ ଅଧିକ ବିୟର ପସନ୍ଦ ଆସିଥାଏ ।

5. ଏହି ଯୁବତୀମାନେ ଦେଖିବାପାଇଁ ପୁଅପିଲାଙ୍କ ପରି ହୋଇଥାନ୍ତି ସତ କିନ୍ତୁ ତାର ଅର୍ଥ ନୁହେଁ କି ସେମାନଙ୍କ ଭିତରେ ଗୋଟେ ଝିଅର ଅନୁଭବ ନଥାଏ ଅଥବା ସେମାନେ ଭଲପାଇବା ଅନୁଭବ କରିପାରନ୍ତି ନାହିଁ । ସେମାନେ ଆପଣଙ୍କୁ ସେତିକି ଭଲପାଇବେ ଯେତିକି ସେମାନେ ଆପଣଙ୍କଠାରୁ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.