Below header

ରାଉରକେଲା: ସେଣ୍ଟ୍ରାଲ ଏକ୍ସାଇଜ୍‌ ଡେପୁଟୀ କମିଶନର ଆସିଫ୍‌ ଜମାଲଙ୍କ ଘରେ ସିବିଆଇ ରେଡ୍‌

ରାଉରକେଲା : ସେଣ୍ଟ୍ରାଲ ଏକ୍ସାଇଜ୍‌ ଡେପୁଟୀ କମିଶନର ଆସିଫ୍‌ ଜମାଲଙ୍କ ଘରେ ସିବିଆଇ ରେଡ୍‌ । ରାଉରକେଲା ସେକ୍ଟର 6, C/81 ଘରେ ଚଢାଉ କରାଯାଇଛି । ରାଞ୍ଚିରୁ ଆସିଥିବା ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି । ଜମାଲ ଏହା ପୂର୍ବରୁ ମୁମ୍ବାଇରେ କଷ୍ଟମ ବିଭାଗରେ କାମ କରୁଥିବା ଜଣାପଡ଼ିଛି । କଷ୍ଟମ ବିଭାଗରେ କାମ କରୁଥିବା ବେଳେ କୌଣସି ଚୋରି ମାମଲାରେ ସମ୍ପୃକ୍ତି ନେଇ ସେଠାରେ ସିବିଆଇ ହାତରେ ଧରାପଡ଼ିଥିଲେ । ସେବେଠାରୁ ସେ ନିଲମ୍ବିତ ଥିବା ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.