ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଜାନୁଆରି ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜାନୁଆରି ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ପଟିଆଲା ହାଉସ କୋଟ,ର୍ ଡେଥ ୱାରେଣ୍ଟ ଜାରି କରିବା ପରେ ଦୁଇ ଅଭିଯୁକ୍ତ ବିନୟ ଶର୍ମା ଓ ମୁକେଶ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ । ଜାନୁଆରି ୨୨ରେ ନିର୍ଭୟାକାଣ୍ଡର ଦୋଷୀଙ୍କୁ ଫାଶୀ ନେଇ ଜାରି ହୋଇଛି ଡେଥ ୱାରେଣ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.