ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି
କଟକ (କେନ୍ୟୁଜ): ଅନୁଭବଙ୍କ ନାଁରେ NBW । ଅନୁଭବ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । ଆସନ୍ତା ୨୩ ତାରିଖ ସୁଦ୍ଧା NBW କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଭବଙ୍କ ଟାଇମ୍ ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଆଜି କୋର୍ଟରେ ହାଜର ହୋଇ…
Read More...