Below header

ମହାରାଷ୍ଟ୍ର କୋଟମି ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୩ ମାଓବାଦୀ ମୃତ

ମହାରାଷ୍ଟ୍ର(କେ ନ୍ୟୁଜ):  ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ର କୋଟମି ଜଙ୍ଗଲରେ ପୋଲିସକୁ ବଡ଼ ସଫଳତା । ପୋଲିସ ଓ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ୧୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେମାଭ୍କଠାରୁ ୮ଟି ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀ ପୋଲିସ ଆମ୍ବୁସ ଜରିଆରେ ଆକ୍ରମଣ କରିବାକୁ ଯୋଜନା କରିଥିବା ନେଇ ସୂଚନା ମିଳିଛି ।

କିନ୍ତୁ ନିଜ ଚକ୍ରାନ୍ତରେ ନିଜେ ଫସିଲେ ମାଓବାଦୀ । ଏହି ଅପରେସନରେ ଅଧିକ ମାଓବାଦୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ଗଡ଼ଚିରଲୀ ଏସପି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.