Below header

ମଣିପୁର ଇମ୍ଫାଲରେ ଓଲଟିଲା ବସ୍, ୨୦ ଜୁଡୋ ଖେଳାଳି ଆହତ

ମଣିପୁର ଇମ୍ଫାଲରେ ଓଲଟିଲା ବସ୍ । ବସ୍ ଓଲଟି ୨୦ ଜୁଡୋ ଖେଳାଳି ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଜୁଡୋ ଖେଳାଳିଙ୍କୁ ନେଇ ବସ୍‌ଟି ଇମ୍ଫାଲରୁ ଦୀମାପୁର ଆସିବା ବାଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟିପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ବସ୍‌ରେ କୋଚ୍‌ଙ୍କ ସମେତ ୩୦ ଜଣ ଜୁଡୋ ଖେଳାଳି ଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ମଧ୍ୟ ଆସିଥିବା ଜୁଡୋ ଖେଳାଳି ମଧ୍ୟ ଜୁଡୋକା ଟିମ୍‌ରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.