Below header

୨୦୧୮ର ମିସ୍ ୱାର୍ଲଡ ହୋଇଛନ୍ତି ମେକ୍ସିକୋର ଭାନେସା ପୋନସେ ଡି-ଲିଓନ୍‌

୨୦୧୮ର ମିସ୍ ୱାର୍ଲଡ ହୋଇଛନ୍ତି ମେକ୍ସିକୋର ଭାନେସା ପୋନସେ ଡି-ଲିଓନ୍‌ । ଚୀନର ସନ୍ୟାରେ ଚାଲିଥିବା ସୁନ୍ଦରୀ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ଭାନେସା । ୨୦୧୭ର ବିଜେତା ଭାରତର ମାନୁସି ଚିଲର ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ପ୍ରତିଯୋଗିତାରେ ବିଭିନ୍ନ ଦେଶର ୧୧୭ ଜଣ ପ୍ରତିଯୋଗୀ ଥିଲେ ।

missworldକିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମେକ୍ସିକୋ ତରୁଣୀ ବାଜିମାରିଛନ୍ତି । ସେହିପରି ପ୍ରଥମ ରନର୍ସଅପ ହୋଇଛନ୍ତି ଥାଇଲାଣ୍ଡର ନିକୋଲେନ୍ ପିଶାପା । ଭାରତରୁ ତାମିଲନାଡୁର ଅନୁକୃତି ବାସ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଟ୍ପ ୩୦ ଭିତରେ ଏଣ୍ଟ୍ରି କରିଥିଲେ ବି ଚଡାନ୍ତ ୧୨ ଜଣଙ୍କ ତାଲିକାରୁ ବାଦ୍ ପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.