Below header

ସୁପ୍ରିମକୋର୍ଟରେ କରୋନା: ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା କାୟା । ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ କରୋନାରେ ସଂକ୍ରମିତ । କରୋନା ସଂକ୍ରମଣ ଯୋଗୁ ଏବେ ସମସ୍ତ ବିଚାରପତି ନିଜ ଘରୁ ଭିଡିଓ କନଫରେନ୍ସିଂ ମାମଲାର ଶୁଣାଣି କରିବେ ।

ସବୁ କୋର୍ଟ ରୁମ୍‌ ସମେତ ପୂରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ କରାଯାଉଛି । ତେଣୁ ଆଜି କୋର୍ଟରେ ନିର୍ଦ୍ଧାରିତ ସମୟରୁ ଏକ ଘଣ୍ଟା ବିଳମ୍ବରେ ସମସ୍ତ ମାମଲାର ଶୁଣାଣି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.