Below header

ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଦୁଷ୍କର୍ମ, ଆମେରିକାରେ ୨ ଦିନରେ ୬ ଶିକ୍ଷୟିତ୍ରୀ ଗିରଫ

ଛାତ୍ରଙ୍କ ସହ ଶିକ୍ଷୟିତ୍ରୀଙ୍କ ଯୌନ ସଂପର୍କ। ୨ ଦିନରେ ଗିରଫ ହୋଇଛନ୍ତି ୬ ଶିକ୍ଷୟିତ୍ରୀ। ଏମାନେ ସମସ୍ତେ ଆମେରିକାର । ଜଣେ ୩୮ ବର୍ଷୀୟା ଶିକ୍ଷୟିତ୍ରୀ ଏଲେନ ଶେଲ୍‌ଙ୍କ ନାଁରେ ଥାର୍ଡ ଡିଗ୍ରୀ ରେପ୍‌ ଦଫା ଲାଗିଛି। ୨ ଜଣ ୧୭ ବର୍ଷୀୟ ବାଳକଙ୍କ ସହ ଜୋର ଜବରଦସ୍ତ ଯୌନ ସଂପର୍କ ରଖିଥିଲେ ଏଲେନ। ତାଙ୍କ ବିରୋଧରେ ଆପରାଧିକ ମାମଲା ହୋଇଛି।

ଏଲେନ ଉଡଲନ୍‌ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ। ଅନ୍ୟ ଜଣେ କ୍ଷିୟକ୍ଷିତ୍ରୀ କ୍ରିଷ୍ଟେନ ଗାଣ୍ଟ ଜଣେ ନାବାଳକ ସହ ୫ ଥର ଯୌନ ସଂପର୍କ ରଖିଥିଲେ । ସ୍କୁଲ ଭିତରେ ଓ ସ୍କୁଲ ବାହାରେ ଯୌନ ସଂପର୍କ ରଖିଥିଲେ । ଗିରଫ କ୍ରିଷେ୍‌ଟନଙ୍କ ବୟସ ୩୬ ବର୍ଷ।

ଗିରଫ ହୋଇଥିବା ୬ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ । ଦୁଇ ଜଣଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ । ସମସ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର ହୋଇଛି। ଏମାନେ ସମସ୍ତେ ଛାତ୍ରଙ୍କ ସହ ଏକାଧିକ ଥର ଯୌନ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.