ନୂଆ ଚପଲ ନ କିଣିଦେବାରୁ ଆତ୍ମହତ୍ୟା କଲା ୧୦ ବର୍ଷର ନାବାଳକ

ନୂଆ ଚପଲ ନ କିଣିଦେବାରୁ ଆତ୍ମହତ୍ୟା । ଆତ୍ମହତ୍ୟା କରିଛି ଜଣେ ୧୦ ବର୍ଷର ନାବାଳକ । ଘଟଣାଟି ଘଟିଛି ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ । ନୂଆ ଚପଲ କିଣିବାକୁ ଜେଜେ ବାପା ଓ ଜେଜେ ମାଙ୍କ ପାଖରେ ସେ ଜିଦି କରିଥିଲା । କିନ୍ତୁ ଚପଲ ନମିଳିବାରୁ ଗତକାଲି ରାତି ପ୍ରାୟ ୧୨.୩୦ରେ ଆତ୍ମହତ୍ୟା କରିଛି ପିଲାଟି ।

ମୁମ୍ବାଇ : ନୂଆ ଚପଲ ନ କିଣିଦେବାରୁ ଆତ୍ମହତ୍ୟା । ଆତ୍ମହତ୍ୟା କରିଛି ଜଣେ ୧୦ ବର୍ଷର ନାବାଳକ । ଘଟଣାଟି ଘଟିଛି ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ । ନୂଆ ଚପଲ କିଣିବାକୁ ଜେଜେ ବାପା ଓ ଜେଜେ ମାଙ୍କ ପାଖରେ ସେ ଜିଦି କରିଥିଲା । କିନ୍ତୁ ଚପଲ ନମିଳିବାରୁ ଗତକାଲି ରାତି ପ୍ରାୟ ୧୨.୩୦ରେ ଆତ୍ମହତ୍ୟା କରିଛି ପିଲାଟି । ଗଛରେ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଛି । ଏନେଇ ଦିନରୁଦ୍‌ ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.