Below header

ମଝି ଆକାଶରେ ଝୁଲି ରହିଲା ବିମାନ, ଦୁର୍ଘଟଣା ହେବା ପରେ ତାରରେ ଫସିଲା

ଅତି କମ୍‌ ସମୟରେ କୌଣସି ସ୍ଥାନକୁ ଯିବା ପାଇଁ ଆମେ ବିମାନରେ ଯାତ୍ରା କରିଥାଉ। କିନ୍ତୁ ଯଦି ଏହି ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୁଏ ମଝି ଆକାଶରେ ତାରରେ ଝୁଲି ରହେ, ତେବେ କ’ଣ ହେବ।

plane 1

ଏପରି ଏକ ଘଟଣା ଇଟାଲୀରେ ଦେଖିବାକୁ ମିଳିଛି। ସ୍ଥାନୀୟ ଏୟାରପୋର୍ଟରୁ ଉଡାଣ ଭରିଥିବା ଏକ ବିମାନ ଦୁର୍ଘଟଣା ହେବା ପରେ ଭୂମିରୁ ୫ ଫୁଟ ଉଚ୍ଚ ତାରରେ ଫସି ଝୁଲି ରହିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ପାଇଲଟ ସମେତ ସମସ୍ତ ଯାତ୍ରୀକୁ ସୁରକ୍ଷିତ ବାହାର କରାଯାଇଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାନଟି ଉଡିବା ସମୟରେ ମଝି ଆକଶରେ ନିିୟନ୍ତ୍ରଣ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ୨ ଘଣ୍ଟା ପରିଶ୍ରମ କରି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.