ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ, ଜାରି ହେବ କଡ଼ା ଗାଇଡଲାଇନ୍‌

ମହାରାଷ୍ଟ୍ର: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ । ମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ପୀଠ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏ ନେଇ ନୂଆ ଗାଇଡଲାଇନ୍‌ ଜାରି ହେବ। କଡ଼ା କଟକଣା ଭିତରେ ଧାର୍ମିକ ସ୍ଥଳ ଖୋଲିବ ବୋଲି କହିଛନ୍ତି ଉଦ୍ଧବ ସରକାର।

 

 

 

Leave A Reply

Your email address will not be published.