Below header

ଆଜିଠୁ ଆନ୍ଦୋଳନରେ ବସିିବେନି ବର୍ଷିଆନ୍‌ ସାମାଜିକ କର୍ମୀ ଅନ୍ନା ହଜାରେ

ନୂଆଦିଲ୍ଲୀ: ଆଜିଠୁ ଆନ୍ଦୋଳନରେ ବସିିବେନି ବର୍ଷିଆନ୍‌ ସାମାଜିକ କର୍ମୀ ଅନ୍ନା ହଜାରେ । ଚାଷୀଙ୍କ ସମର୍ଥନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବାକୁ ଘୋଷଣା କରିଥିଲେ ଆନ୍ନା ହଜାରେ ।

ନିଜ ନିଜ ସ୍ଥାନରେ ଆନ୍ଦୋଳନରେ ବସିବାକୁ ସମର୍ଥକମାନଙ୍କୁ ମଧ୍ୟ କହିଥିଲେ । ତେବେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ଦେବେନ୍ଦ୍ର ଫଡନାଭିସ୍‌ ରାଲେଗାଓଁସିଦ୍ଧିରେ ପହଞ୍ଚି ଅନଶନ ନକରିବାକୁ ତାଙ୍କୁ ବୁଝାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.