ଆଫଗାନିସ୍ତାନ ସଙ୍କଟ: ଫେରିଲେ ଆଉ ୧୪୬ ଭାରତୀୟ

ନୂଆଦିଲ୍ଲୀ : କାବୁଲରୁ ଦିଲ୍ଲୀ ଭାୟା କତାର। ଆଫଗାନିସ୍ତାନରୁ ୧୪୬ ଯାତ୍ରୀ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଭିନ୍ନ ସ୍ପେଶାଲ ବିମାନରେ ଆସି ସେମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀ ଆସିବା ପୂର୍ବରୁ ଯାତ୍ରୀଙ୍କୁ କତାରରେ ରଖାଯାଇଥିଲା। ସେମାନଙ୍କୁ ଅଗଷ୍ଟ ୧୪ରେ ଆମେରେକୀୟ ଦୂତାବାସର ସ୍ୱତନ୍ତ୍ର ବିମାନ କତାର ନେଇଥିଲା।

ସେଠାରେ ସେମାନେ ଆର୍ମି ବେସ୍‌ରେ ରହିଥିଲେ। ଆମେରିକା ଦୂତାବାସ ଭାରତ ଦୂତାବାସ ସହ ଆଲୋଚନା କରିଥିଲେ। ଏହାପରେ ଭାରତୀୟ ଦୂତାବାସ ପକ୍ଷରୁ ଆମକୁ ଭାରତ ଅଣାଯାଇଛି ବୋଲି କହିଛନ୍ତି ଜଣେ ଯାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.