Below header

ଆନ୍ଧ୍ରପ୍ରଦେଶ କଡପାରେ ପଥର ଖାଦାନରେ ବ୍ଲାଷ୍ଟ: ୫ ମୃତ, ୪ ଜଣ ନିଖୋଜ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାରେ ପଥର ଖାଦାନରେ ବ୍ଲାଷ୍ଟ । ଏଥିରେ ୫ ମୃତ ଓ ୪ ଜଣ ନିଖୋଜ । ଶ୍ରମିକମାନେ ଡ୍ରିଲିଂ କଲାବେଳେ ବ୍ଲାଷ୍ଟ ହୋଇଥିଲା ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତ ଖଣିରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ଏବେ ବି ଅନେକ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.